ଶ୍ରୀକ୍ଷେତ୍ର ପୁରୀରେ ତିନି ରଥର ଚକା ଡେରା ଓ ଦିଗ ନିର୍ଣ୍ଣୟ ସମ୍ପୂର୍ଣ୍ଣ

ପୁରୀ- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଆଗେଇ ଚାଲିଛି। ଆଜି ରଥ ର ସମସ୍ତ ଚକ, ଅଖ ସହିତ ଡେରା ହୋଇଛି। ପରମ୍ପରା ମୁତାବକ ତିନି ରଥର ସମସ୍ତ ଚକ ଶୀତଳଷଷ୍ଠୀ ରେ ସରିଥାଏ। କିନ୍ତୁ ଚଳିତ ବର୍ଷ ଏହା ଚାରିଦିନ ଆଗରୁ ସରିଛି। ଏହାପରେ ଚକ ରେ ଅଖ ଡେରା…

ଆଣ୍ଟିବଡି କକ୍‌ଟେଲ୍‌ର କମାଲ, ଗୋଟିଏ ଡୋଜ୍ ନେବା ପରେ ଦିନକରେ ସୁସ୍ଥ ହେଲେ ୪୦ କୋଭିଡ୍ ରୋଗୀ

ହାଇଦ୍ରାବାଦ: କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆଣ୍ଟିବଡି କକ୍‌ଟେଲ୍ ନେବା ପରେ ପ୍ରାୟ ୪୦ ରୋଗୀ ଦିନକରେ ସୁସ୍ଥ ହୋଇଛନ୍ତି । ହାଇଦ୍ରାବାଦ୍ ସ୍ଥିତ ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗାଷ୍ଟ୍ରୋଏଣ୍ଟୋରୋଲୋଜିରେ ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ୪୦ ରୋଗୀଙ୍କ ଉପରେ ଏହି କକ୍‌ଟେଲ୍ ପ୍ରୟୋଗ…

ସରକାରୀ ତଥ୍ୟ ଅପେକ୍ଷା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭ ଗୁଣ ଅଧିକ?

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ନେଇ ଏବେ ନାନା ପ୍ରଶ୍ନ ଉଠୁଛି । କିଛି ରାଜ୍ୟ କରୋନା ମୃତ୍ୟୁ ଜନିତ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ନିକଟରେ ବିହାର ଓ ମହାରାଷ୍ଟ୍ର ନିଜ କୋଭିଡ୍ ମୃତ୍ୟୁସଂଖ୍ୟା ଅଡିଟ୍ କରିବା ପରେ ଏଭଳି ସନ୍ଦେହ ଦୃଢ଼ୀଭୂତ ହୋଇଛି । ଭାରତରେ କୋଭିଡ୍‌-୧୯…

କରୋନା ଅପଡେଟ୍: ଦିନକରେ ୮୦,୮୩୪ ନୂଆ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩.୭୦ ଲକ୍ଷ ଉପରେ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟୁଛି। ୭୨ ଦିନ ପରେ କରୋନାର ସବୁଠୁ କମ୍ ମାମଲା ଆସିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୮୦,୮୩୪ ନୂତନ ମାମଲା ରିପୋର୍ଟ ହୋଇଛି । ଦିନକରେ ପୁଣି ୩୩୦୩ ସଂକ୍ରମିତ ଲୋକ ପ୍ରାଣ…

ରାଜ୍ୟରେ ଦିନକରେ ୪୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୪୫ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୨କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରେ ୪ ଜଣ ପ୍ରାଣ ହରାଇଛନ୍ତି । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ,…

ରାଜ୍ୟରେ ୪ ହଜାର ୪୬୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆହୁରି କମିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ୪ ହଜାର ୪୬୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୫୪୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୯୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୨, କଟକରୁ ୪୧୩, ଯାଜପୁରରୁ ୩୭୦,…