ଭୋଟ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ସୁବର୍ଣ୍ଣପୁର: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରରେ ଚାଲିଛି ଭୋଟ ଗ୍ରହଣ । ଏହି ପର୍ବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ସାମିଲ ହୋଇଛନ୍ତି । ନିଜ ପୈତୃକ ଗାଁ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଭୋଟ…

ଶ୍ରେୟସ୍ ଆୟର କୋଲକାତା ନାଇଟ୍ ରାଇଡର୍ସର ନୂଆ ଅଧିନାୟକ

ନୂଆଦିଲ୍ଲୀ: ଦୁଇଥର ଆଇପିଏଲ୍ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଶ୍ରେୟସ୍ ଆୟରଙ୍କୁ ନିଜର ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି। ବୁଧବାର ଜଳ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ନିକଟରେ ଅନୁଷ୍ଠିତ ନିଲାମରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ତାଙ୍କୁ ୧୨.୨୫ କୋଟି ଟଙ୍କାରେ…

ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ଗୁଳିମାଡ, ୨ ଦେଶୀ ବନ୍ଧୁକ ଜବତ, ୨ ଗିରଫ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାର ଠେଲକୁଲିରେ ନିର୍ବାଚନୀ ହିଂସା ଦେଖାଦେଇଛି। ସରପଞ୍ଚ ପ୍ରାର୍ଥୀ ତୁଳାରାମ ସାହୁ ଏବଂ ତାଙ୍କ ଘର ଲୋକଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ଯରେ ଘର କବାଟରେ ଗୁଳିମାଡ ହୋଇଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ…

ୟୁକ୍ରେନ ସଙ୍କଟ: ଯୁଦ୍ଧ ଆଶଙ୍କା ଟଳିଲା, ୟୁକ୍ରେନ ସୀମାରୁ ସେନା ପ୍ରତ୍ୟାହାର କଲା ରୁଷ୍

ମସ୍କୋ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆଶଙ୍କା ବର୍ତ୍ତମାନ ଦୂର ହୋଇଛି। ରୁଷ୍ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ କ୍ରିମିଆରେ ତାଙ୍କର ଯୁଦ୍ଧାଭ୍ୟାସ ଶେଷ ହୋଇଛି ଏବଂ ୟୁକ୍ରେନ ସୀମାରୁ ସେନା ପ୍ରତ୍ୟାହାର ଜାରି ରହିଛି। ୨୦୧୪ରେ ୟୁକ୍ରେନରୁ କ୍ରିମିଆକୁ ଛଡ଼ାଇ ନେଇଥିଲା ରୁଷ୍। ଦିନକ…