ପୂର୍ବତନ ଏଆରସିଏସଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ - ପୂର୍ବତନ ଏଡିସିନାଲ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି- ଏଆରସିଏସ ରାଜକିଶୋର ପରିଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ବ୍ରହ୍ମଗିରି ଖଟପିରିଙ୍ଗ ସ୍ଥିତ ପରିଡାଙ୍କ ପୈତୃକ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ପୁରୀ ଓ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଚଢାଉ ହୋଇଛି । ଆୟ ବହିର୍ଭୂତ…

ମିହିର ଦାସଙ୍କୁ ଅଶ୍ରୁଳ ବିଦାୟ : ଗାର୍ଡ ଅଫ ଅନର ସହ ସତୀ ଚଉରାରେ ଶେଷକୃତ୍ୟ ସଂପନ୍ନ

କଟକ –ଲୋକପ୍ରିୟ ଅଭିନେତା ମିହିର ଦାସଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି । ପଂଚଭୂତରେ ବିଲୀନ ହୋଇଛି ମିହିରଙ୍କ ପାର୍ଥିବ ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇ କଟକର ସତୀ ଚଉରାରେ ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପୁଅ ଅମ୍ଲାନ ଦାସ ବାପାଙ୍କୁ ମୁଖାଗ୍ନି ଦେଇଥିଲେ…

କରୋନା ଅପଡେଟ୍: ଦିନକରେ ୧.୯୪ ମାମଲା ଚିହ୍ନଟ, ୪୨୨ ମୃତ

ନୂଆଦିଲ୍ଲୀ: ଅନିୟନ୍ତ୍ରିତ ବେଗ ସହ ଦେଶରେ କରୋନା ସଂକ୍ରମଣର ବିସ୍ଫୋରଣ ଜାରି ରହିଛି | ଗତ ୨୫ ଘଣ୍ଟାରେ ଦେଶରେ ପ୍ରାୟ ୧,୯୪, ୭୨୦ ମାମଲା ରିପୋର୍ଟ ହୋଇଛି ଏବଂ ୪୨୨ ଜଣଙ୍କର ମୃତ୍ୟୁ ଘଟିଛି। ଅବଶ୍ୟ ଏହି ସମୟ ମଧ୍ୟରେ ୬୦,୪୦୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଏହା ପରେ ଦେଶରେ ସମୁଦାୟ…