ଲତା ମଙ୍ଗେସକରଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ପଜିଟିଭ୍ ହୋଇଛନ୍ତି | ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଜଣେ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି | ଲତାଙ୍କ ବୟସ ଦେଖି ତାଙ୍କୁ ଡାକ୍ତରଖାନାର ଆଇସିୟୁରେ…

ଗଞ୍ଜାମ ଜିଲ୍ଲାରେ କେଉଁଠି କେବେ ଭୋଟ, ଆସନ୍ତୁ ନଜର ପକାଇବା

ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଗଂଜାମ ଜିଲ୍ଲାରେ ଫେବ୍ରୁଆରୀ 16 ତାରିଖରେ ସେରଗଡ଼, ହିଂଜିଳି, କୁକୁଡାଖଣ୍ଡି, ଦିଗପହଣ୍ଡି, ପୋଲସରାରେ ଭୋଟ ଗ୍ରହଣ ହେବ । ଫେବ୍ରୁଆରୀ 18 ତାରିଖରେ ସୋରଡା, ରଙ୍ଗେଇଲୁଣ୍ଡା,…

ପଞ୍ଚାୟତ ନିର୍ବାଚନର ବିସ୍ତୃତ କାର୍ଯ୍ୟସୂଚୀ

ପଞ୍ଚାୟତ ନିର୍ବାଚନର ବିସ୍ତୃତ କାର୍ଯ୍ୟସୂଚୀ: ୧୩-୦୧-୨୦୨୨: ନିର୍ବାଚନ ଅଧିକାରୀଙ୍କ ଦ୍ବାରା ନୋଟିସ ଜାରି । ୧୭-୦୧-୨୦୨୨ ଠାରୁ ୨୧.୦୧.୨୦୨୨: ମନୋନୟନ ପତ୍ର ଗୁଡ଼ିକ ନିର୍ଗମନ ଓ ପ୍ରଦାନ । ୨୨-୦୧-୨୦୨୨: ମନୋନୟନ ପତ୍ର ଯାଞ୍ଚ । ୨୫-୦୧-୨୦୨୨: ପ୍ରାର୍ଥୀତ୍ବ ପ୍ରତ୍ଯାହାର ।…

ପ୍ରଖ୍ୟାତ ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳ ଆଉ ନାହାନ୍ତି, ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଲେଖକ

ସମ୍ବଲପୁର : ସମ୍ବଲପୁରୀ ଓ ଓଡିଆ ସାହିତ୍ୟର ପ୍ରଖ୍ୟାତ ସାରସ୍ବତ ସାଧକ ଡ. ମଙ୍ଗଳୁ ଚରଣ ବିଶ୍ବାଳ ଆଉ ନାହାନ୍ତି। ଆଜି ଭୋରରେ ସମ୍ବଲପୁର ଜିଲ୍ଲାର ମାନେଶ୍ବର ବ୍ଲକର ପରମାଣପୁର ବାରଡୁଙ୍ଗୁରି ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହେଉଥିଲା। ଆନ୍ତର୍ଜାତିକ…