ପଞ୍ଚାୟତ ନିର୍ବାଚନର ବିସ୍ତୃତ କାର୍ଯ୍ୟସୂଚୀ

ପଞ୍ଚାୟତ ନିର୍ବାଚନର ବିସ୍ତୃତ କାର୍ଯ୍ୟସୂଚୀ:

୧୩-୦୧-୨୦୨୨: ନିର୍ବାଚନ ଅଧିକାରୀଙ୍କ ଦ୍ବାରା ନୋଟିସ ଜାରି ।
୧୭-୦୧-୨୦୨୨ ଠାରୁ ୨୧.୦୧.୨୦୨୨: ମନୋନୟନ ପତ୍ର ଗୁଡ଼ିକ ନିର୍ଗମନ ଓ ପ୍ରଦାନ ।
୨୨-୦୧-୨୦୨୨: ମନୋନୟନ ପତ୍ର ଯାଞ୍ଚ ।
୨୫-୦୧-୨୦୨୨: ପ୍ରାର୍ଥୀତ୍ବ ପ୍ରତ୍ଯାହାର ।
୨୫-୦୧-୨୦୨୨: ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କର ଚୂଡାନ୍ତ ତାଲିକା ପ୍ରକାଶନ ।
୧୬/୧୮/୨୦/୨୨ ଓ ୨୪-୦୨-୨୦୨୨: ଭୋଟ ଗ୍ରହଣ ।୨୬-୦୨-୨୦୨୨ ଠାରୁ ୨୮-୦୨-୨୦୨୨: ଭୋଟ ଗଣତି ଓ ଫଳାଫଳ ଘୋଷଣା ।

ପରୋକ୍ଷ ନିର୍ବାଚନ:

ନାଏବ ସରପଂଚ (୧୧-୦୩-୨୦୨୨)
ପଞ୍ଚାୟତ ସମିତି ଅଧ୍ୟକ୍ଷ (୧୨-୦୩-୨୦୨୨)
ଜିଲ୍ଲା ପରିଷଦ ସଭାପତି (୧୩.୦୩.୨୦୨୨)
ପଞ୍ଚାୟତ ସମିତି ଉପାଧ୍ୟକ୍ଷ(୨୩-୦୩-୨୦୨୨)
ଜିଲ୍ଲା ପରିଷଦ ଉପ-ସଭାପତି(୨୫-୦୩-୨୦୨୨)

ଆଦର୍ଶ ଆଚରଣ ବିଧି ସମଗ୍ର ରାଜ୍ୟରେ ଆଜି ଠାରୁ ତା ୨୮.୦୨.୨୦୨୨ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

Comments are closed.