ଗୀତା ମାହାତ୍ମ୍ୟ: ଜ୍ଞାନେନ ତୁ ତଦଜ୍ଞାନଂ ଯେଷମ ନାଶିତ ମାତ୍ମନଃ ତେଷାମାଦିତ୍ୟବକଜ୍ଞାନଂ ପ୍ରକାଶୟତି ତତ୍ପରମ।।
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : -
ଜ୍ଞାନେନ ତୁ ତଦଜ୍ଞାନଂ ଯେଷମ ନାଶିତ ମାତ୍ମନଃ
ତେଷାମାଦିତ୍ୟବକଜ୍ଞାନଂ ପ୍ରକାଶୟତି ତତ୍ପରମ।।
ହେ ଅର୍ଜ୍ଜୁନ ! ଯେଉଁମାନଙ୍କର ସେହି ଅଜ୍ଞାନ…