ଲତା ମଙ୍ଗେସକରଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ପଜିଟିଭ୍ ହୋଇଛନ୍ତି | ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଜଣେ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି | ଲତାଙ୍କ ବୟସ ଦେଖି ତାଙ୍କୁ ଡାକ୍ତରଖାନାର ଆଇସିୟୁରେ…

ଗଞ୍ଜାମ ଜିଲ୍ଲାରେ କେଉଁଠି କେବେ ଭୋଟ, ଆସନ୍ତୁ ନଜର ପକାଇବା

ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଗଂଜାମ ଜିଲ୍ଲାରେ ଫେବ୍ରୁଆରୀ 16 ତାରିଖରେ ସେରଗଡ଼, ହିଂଜିଳି, କୁକୁଡାଖଣ୍ଡି, ଦିଗପହଣ୍ଡି, ପୋଲସରାରେ ଭୋଟ ଗ୍ରହଣ ହେବ । ଫେବ୍ରୁଆରୀ 18 ତାରିଖରେ ସୋରଡା, ରଙ୍ଗେଇଲୁଣ୍ଡା,…

ପଞ୍ଚାୟତ ନିର୍ବାଚନର ବିସ୍ତୃତ କାର୍ଯ୍ୟସୂଚୀ

ପଞ୍ଚାୟତ ନିର୍ବାଚନର ବିସ୍ତୃତ କାର୍ଯ୍ୟସୂଚୀ: ୧୩-୦୧-୨୦୨୨: ନିର୍ବାଚନ ଅଧିକାରୀଙ୍କ ଦ୍ବାରା ନୋଟିସ ଜାରି । ୧୭-୦୧-୨୦୨୨ ଠାରୁ ୨୧.୦୧.୨୦୨୨: ମନୋନୟନ ପତ୍ର ଗୁଡ଼ିକ ନିର୍ଗମନ ଓ ପ୍ରଦାନ । ୨୨-୦୧-୨୦୨୨: ମନୋନୟନ ପତ୍ର ଯାଞ୍ଚ । ୨୫-୦୧-୨୦୨୨: ପ୍ରାର୍ଥୀତ୍ବ ପ୍ରତ୍ଯାହାର ।…