ପିଲାମାନଙ୍କ ଟିକାକରଣ ପ୍ରସ୍ତୁତି ନେଇ ଆଜି କେନ୍ଦ୍ର-ରାଜ୍ୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଛି | ବିଶେଷ କରି ବହୁ ସଂଖ୍ୟକ ଲୋକ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି। | ରାଜ୍ୟଗୁଡିକର କରୋନା ସ୍ଥିତ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏକ ବଡ଼ ବୈଠକ ଡାକିଛି। ବୈଠକରେ ପିଲାମାନଙ୍କ ଟିକାକରଣ…

‘କୋଭୋଭାକ୍ସ’ ଓ ‘କୋର୍ବେଭାକ୍ସ’ ଟିକାର ଜରୁରି ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିସ

ନୂଆଦିଲ୍ଲୀ: ଦେଶର ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶିତ କୋଭିଡ୍ ଭ୍ୟାକ୍ସିନ୍ 'କୋଭୋଭାକ୍ସ' ଓ ବାୟୋଲୋଜିକାଲ୍-ଇ କମ୍ପାନୀର ଟିକା 'କୋର୍ବେଭାକ୍ସ'ର ଜରୁରୀ ବ୍ୟବହାରକୁ ମଞ୍ଜୁରି ଦେବା ପାଇଁ ସୁପାରିସ କରିଛି। ସରକାରୀ ସୂତ୍ରରୁ…

ଜୟପୁରରେ ଓଲଟିଲା ସରକାରୀ ବସ୍‌, ୫ ଯାତ୍ରୀ ଆହତ

ଜୟପୁର- ବିଶାଖାପାଟଣାରୁ ଉମରକୋଟ ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ଟି ଆଜି ଭୋର୍‌ରେ ଉମୁରୁ ନିକଟରେ ଓଲଟି ପଡିଥିଲା । ଘନ କୁହୁଡି ଯୋଗୁଁ ବସ୍‌ଟି ଓଲଟି ପଡିଥିବା ଜଣାପଡିଛି । ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ…