ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୭ ତମ ଜୟନ୍ତୀ ଅନୁଷ୍ଠିତ

ଉତ୍କଳ ବ୍ରାହ୍ମଣ ସମିତି ଓ ଚନ୍ଦ୍ରଶେଖର ପାଠାଗାର ପୁରୀ (ହେରାଗୋହିରୀ ସାହି)ର ମିଳିତ ଆନୁକୁଲ୍ୟରେ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୭ ତମ ଜୟନ୍ତୀ ସୋମବାର ପୁରୀଠାରେ ପାଳିତ ହୋଇଯାଇଛି। ଏହିଉତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜ୍ୟୋତିର୍ବିଦ ଡଃ ନରେଶ ଚନ୍ଦ୍ର ଦାଶ…

ଗୀତା ମାହାତ୍ମ୍ୟ: ପ୍ରକୃତେ କ୍ରିୟମାଣାନି ଗୁନୈ କର୍ମାଣି ସର୍ବଶଃ। ଅହଙ୍କାରବିମୁଢ଼ାତ୍ମା କର୍ତ୍ତାହମିତି ମନ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ପ୍ରକୃତେ କ୍ରିୟମାଣାନି ଗୁନୈ କର୍ମାଣି ସର୍ବଶଃ। ଅହଙ୍କାରବିମୁଢ଼ାତ୍ମା କର୍ତ୍ତାହମିତି ମନ୍ୟତେ।। ହେ ଅର୍ଜୁନ ! ବସ୍ତୁତ ସମସ୍ତ…

ମୁଖ୍ଯମନ୍ତ୍ରୀଙ୍କ କୋଭିଡ ଓ ବିଏସ୍‌କେୱାଇ ସମୀକ୍ଷା

'ଓମିକ୍ରନ ଲହରୀ ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ ରଖ' ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ମହାମାରୀ ତଥା ଏହାର ନୂଆ ଭାରିଏଣ୍ଟ ଓମିକ୍ରନ ସଂପର୍କରେ ପ୍ରସ୍ତୁତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସଂପର୍କରେ ସମୀକ୍ଷା କରି…

ଜାତୀୟ ମହିଳା ସିନିଅର ହକି କ୍ୟାମ୍ପ ପାଇଁ ଭାରତୀୟ ଦଳରେ ୮ ଓଡିଆ ଖେଳାଳି

ଭୁବନେଶ୍ୱର- ଜାତୀୟ ମହିଳା ସିନିଅର ହକି କ୍ୟାମ୍ପ ପାଇଁ ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଓଡିଶାର ଖେଳାଳିମାନେ ହେଲେ ଦୀପଗ୍ରେସ ଏକ୍କା, ନିଳିମା ମିଞ୍ଜ, ରଶ୍ମିତା ମିଞ୍ଜ, ନମିତା ଟପ୍ପୋ, ମାରିଆନା କୁଜ୍ଜୁର, ଆଜମିନା…

ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ଓଡିଶା ସରକାରଙ୍କ ‘ମିଲେଟ ମିଶନ’

ଭୁବନେଶ୍ୱର- ଓଡିଶା ସରକାରଙ୍କ ମାଣ୍ଡିଆ ମିଶନ ନୀତି ଆୟୋଗ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏବେ ଏହାକୁ ଆଉ ଏକ ସ୍ୱୀକୃତି ମିଳିଛି । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମିଲେଟ ମିଶନ ଭାରତର ପ୍ରମୁଖ ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ସ୍ଥାନ ପାଇଛି ।…