କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୩୧୭ ମାମଲା ଚିହ୍ନଟ, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭାରତରେ ୬୩୧୭ କରୋନା ମାମଲା ରିପୋର୍ଟ ହୋଇଛି। ଏଥି ସହିତ, ଦିନକରେ ଏହି ରୋଗରେ ଆଉ ୩୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୯୦୬ ଜଣ ଲୋକ ମଧ୍ୟ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ…

ଏହି ରାଜ୍ୟରେ ଟିକସ ମୁକ୍ତ ହେଲା ‘୮୩’

ନୂଆଦିଲ୍ଲୀ: ରଣବୀର ସିଂଙ୍କ ଅଭିନୀତ ଫିଲ୍ମ '୮୩' ଦିଲ୍ଲୀରେ ଟିକସମୁକ୍ତ ଘୋଷିତ ହୋଇଛି। ଏହି ଫିଲ୍ମ କପିଳ ଦେବଙ୍କ ଅଧିନାୟକତ୍ୱରେ ୧୯୮୩ କ୍ରିକେଟ୍ ବିଶ୍ୱକପରେ ଭାରତର ଟାଇଟଲ୍ ବିଜୟ ଉପରେ ଆଧାରିତ | ଫାଇନାଲରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ଟାଇଟଲ ଜିତିଥିଲା। ରିଲାଏନ୍ସ…

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସାହିତ୍ୟିକ ତଥା ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଲ୍ଲୀ ପ୍ରକୃତି ଓ ଗ୍ରାମୀଣ ଜୀବନକୁ ନେଇ ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର,ଜନ୍ମଭୂମି ଆଦି କାଳଜୟୀ ରଚନା ସହ ଶିଶୁ ସାହିତ୍ୟ ମାଧ୍ୟମରେ…

ରାଜ୍ୟରେ ଆଉ ୧୮୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୦୮ ଓ ସ୍ଥାନୀୟ ଅଂଚଳରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯, କଟକରୁ ୧୩,…

ରାଜ୍ୟରେ ଅସହ୍ୟ ଶୀତ, ଫୁଲବାଣୀ ରାଜ୍ୟର ଶୀତଳ ସହର

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । କନ୍ଧମାଳ ଜିଲ୍ଲାରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ଫୁଲବାଣୀ ରାଜ୍ୟର ଶୀତଳ ସହର ହୋଇଛି । ଏଠାରେ ରାତି ତାପମାତ୍ରା ୩ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦାରିଙ୍ଗବାଡିରେ ତାପମାତ୍ରା ରହିଛି ୪ ଦଶମିକ ୫ ଡିଗ୍ରୀ ସେଲସିୟସ ।…

ଘାତକ ହେଉଛି ଓମିକ୍ରନ୍, ଗତ ୨୪ ଘଣ୍ଟାରେ ନେଲା ୧୩ ମୁଣ୍ଡ

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ କମ୍ ବିପଜ୍ଜନକ ବୋଲି ମନେ କରାଯାଉଥିବା ଓମିକ୍ରନ୍ ଏବେ ରଙ୍ଗ ଦେଖାଇବା ଆରମ୍ଭ କରିଛି | କରୋନାର ଏହି ନୂଆ ଭାରିଆଣ୍ଟ ଅଧିକ ବେଗରେ ବ୍ୟାପିବା ସହ ଘାତକ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଓମିକ୍ରନ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଛି | ଏପର୍ଯ୍ୟନ୍ତ ସମୁଦାୟ ୧୪ ଜଣ…

‘ମୋ ସ୍କୁଲ୍‌’ ଅଭିଯାନର ସ୍ୱଚ୍ଛତା ପାଇଁ ସୋସିଆଲ ଅଡିଟ୍‌, ଲୋକେ ଜାଣିବେ ଆୟବ୍ୟୟର ହିସାବ

ଭୁବନେଶ୍ୱର- ସ୍ୱଚ୍ଛତା ବଜାୟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ‘ମୋ ସ୍କୁଲ୍‌’ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ସୋସିଆଲ ଅଡିଟ୍ କାର୍ଯ୍ୟକ୍ରମ । ମୋ ସ୍କୁଲ ଅଭିଯାନରେ ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଓ ଅର୍ଥ ବିନିଯୋଗର ସମୀକ୍ଷା ପାଇଁ ସୋସିଆଲ ଅଡିଟ୍…