ବିଜେଡିରେ ଯୋଗ ଦେଲେ ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂୂର୍ବତନ ସଭାପତି

ଭୁବନେଶ୍ୱର- ବିଜେଡିରେ ସାମିଲ ହୋଇଛନ୍ତି ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି । ବିଜେଡି ଯୁବ ଜନତା ଦଳ ମୁଖ୍ୟାଳୟରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି…

ରାଜ୍ୟରେ ଶୀତ ବଢିବ, ଆସନ୍ତାକାଲି ସକାଳ ଯାଏଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର-ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଗତକାଲି ରାତିରେ ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ରାଜ୍ୟରେ ଶୀତ ଆହୁରି ବଢିବ । ଉତ୍ତର –ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ରାଜ୍ୟରେ ଶୀତ ବଢିବ…

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ଜୋହାନ୍ସବର୍ଗ: ଟିମ୍ ଇଣ୍ଡିଆ ସମ୍ପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି । ଉଭୟ ଦଳ ମଧ୍ୟରେ ଡିସେମ୍ବର ୨୬ରୁ ତିନି ଟେଷ୍ଟ ବିଶିଷ୍ଟ ସିରିଜ୍ ଆରମ୍ଭ ହେବ | ପ୍ରଥମ ମ୍ୟାଚ୍ ସେଞ୍ଚୁରିଅନରେ ଖେଳାଯିବ, ଯେଉଁଥି ପାଇଁ ଭାରତୀୟ ଦଳ ସେଠାରେ ପହଞ୍ଚି ଅଭ୍ୟାସ ଜାରି ରଖିଛି | କରୋନାର ନୂଆ ଭାରିଆଣ୍ଟ…

Ex-BJP MLA joins SP

Lucknow: Ram Iqbal Singh, a former BJP MLA and member of the party's state executive, joined the Samajwadi Party (SP) on Monday. Singh, known as a firebrand leader, had been vocal in his criticism of the party's policies on key issues,…

ସମ୍ବଲପୁର ମାଝିପାଲି ସଫଲ ପାନ ମସଲା ବିସ୍ଫୋରଣରୁ ଭୟାବହ ଅଗ୍ନିକାଣ୍ଡ, ୨୫ରୁ ଉର୍ଦ୍ଧ୍ବ ଆହତ

ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠସ୍ଥ ପରଧିଆପାଲିରେ ସଫଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ୨୫ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ଯରୁ 2ଜଣଙ୍କ ଅବସ୍ଥା ଗୁରୁତର ଥିବା…