ଶ୍ରୀମନ୍ଦିରକୁ ଭକ୍ତଙ୍କ ଦାନ : ମାଗଣା ମହାପ୍ରସାଦ ବଂଟନ ପାଇଁ ୨୦ ଲକ୍ଷ ଓ ଶ୍ରୀଜିଉଙ୍କ ବ୍ୟବହାର ପାଇଁ ୩ଟି ରୂପାଥାଳି

ପୁରୀ – ମହାପ୍ରସାଦ ମାଗଣାରେ ବଂଟନ କରିବା ପାଇଁ ଜଣେ ଭକ୍ତ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ବାଲେଶ୍ୱର ଖଇରାର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ଦାସ ୨୦ ଲକ୍ଷ ଟଙ୍କାର ଚେକ୍ ଉନ୍ନୟନ ପ୍ରଶାସକଙ୍କୁ ପ୍ରଦାନ କରିଛନ୍ତି । ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଉନ୍ନୟନ ପ୍ରଶାସକଙ୍କୁ ଦେଇଛନ୍ତି…

ବିଜେଡିରେ ଯୋଗ ଦେଲେ ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂୂର୍ବତନ ସଭାପତି

ଭୁବନେଶ୍ୱର- ବିଜେଡିରେ ସାମିଲ ହୋଇଛନ୍ତି ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି । ବିଜେଡି ଯୁବ ଜନତା ଦଳ ମୁଖ୍ୟାଳୟରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି…

ରାଜ୍ୟରେ ଶୀତ ବଢିବ, ଆସନ୍ତାକାଲି ସକାଳ ଯାଏଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର-ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଗତକାଲି ରାତିରେ ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ରାଜ୍ୟରେ ଶୀତ ଆହୁରି ବଢିବ । ଉତ୍ତର –ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ରାଜ୍ୟରେ ଶୀତ ବଢିବ…

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ଜୋହାନ୍ସବର୍ଗ: ଟିମ୍ ଇଣ୍ଡିଆ ସମ୍ପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି । ଉଭୟ ଦଳ ମଧ୍ୟରେ ଡିସେମ୍ବର ୨୬ରୁ ତିନି ଟେଷ୍ଟ ବିଶିଷ୍ଟ ସିରିଜ୍ ଆରମ୍ଭ ହେବ | ପ୍ରଥମ ମ୍ୟାଚ୍ ସେଞ୍ଚୁରିଅନରେ ଖେଳାଯିବ, ଯେଉଁଥି ପାଇଁ ଭାରତୀୟ ଦଳ ସେଠାରେ ପହଞ୍ଚି ଅଭ୍ୟାସ ଜାରି ରଖିଛି | କରୋନାର ନୂଆ ଭାରିଆଣ୍ଟ…

Ex-BJP MLA joins SP

Lucknow: Ram Iqbal Singh, a former BJP MLA and member of the party's state executive, joined the Samajwadi Party (SP) on Monday. Singh, known as a firebrand leader, had been vocal in his criticism of the party's policies on key issues,…