ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ନିର୍ବାଚନ ସଂସ୍କାର ବିଲ୍

ନୂଆଦିଲ୍ଲୀ: ନିର୍ବାଚନ ସଂସ୍କାର ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଏହି ବିଲ୍ ପାରିତ ହୋଇଛି। ଏହାପୂର୍ବରୁ ଲୋକସଭାରେ ସୋମବାର ଏ‌ହି ବିଲ୍ ପାସ୍ ହୋଇଥିଲା । ଉଭୟ ଗୃହର ମଞ୍ଜୁରି ପରେ ନିର୍ବାଚନ ସଂସ୍କାର ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଏହି…

ଆନ୍ଧ୍ର ସୀମା ଉପାନ୍ତ ଗାଁରେ ଟିକାକରଣ

ପାତ୍ରପୁର: ଯଦିଓ ଏସବୁ ଗ୍ରାମ ଓଡ଼ିଶା ସୀମା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ରହିଛି, ହେଲେ ଭୌଗୋଳିକ ଅବସ୍ଥିତି ଏତେ ଦୁର୍ଗମ ଯେ ଏହି ଉପାନ୍ତ ଗାଁମାନଙ୍କରେ ପହଞ୍ଚିବା ଏତେ ସହଜ ନୁହେଁ। ବ୍ଲକ୍ ସଦର ମହକୁମା ଠାରୁ ପ୍ରାୟ ୪୦ରୁ ୫୦ କିମି ଦୂରରେ ଅବସ୍ଥିତ ଏସବୁ ଗ୍ରାମ। ପଡ଼ୋଶୀ…

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ନେତାଙ୍କ ପଦଯାତ୍ରା

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଘଟଣାରେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ଆଜି ବିରୋଧୀ ଦଳଙ୍କ ପକ୍ଷରୁ ସଂସଦ ଗୃହରୁ ବିଜୟ ଚୌକ୍ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି। ଅଜୟ ମିଶ୍ର ଟେନିଙ୍କୁ ହଟାଇବାକୁ ବିରୋଧୀ ଦଳ ଦାବି କରୁଛନ୍ତି। ସରକାର ସଂସଦରେ ଏହି ପ୍ରସଙ୍ଗରେ ବିତର୍କ…