ଦକ୍ଷିଣ ଆଫ୍ରିକାକୁ ଝଟକା, ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଏହି ବୋଲର
ଜୋହାନ୍ସବର୍ଗ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଦଳର ପ୍ରମୁଖ ଦ୍ରୁତ ବୋଲର ଏନ୍ରିଚ୍ ନର୍ଜେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ।
କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏକ ବିବୃତ୍ତିରେ କହିଛି ଯେ ଭାରତ ବିପକ୍ଷ…