ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ନିର୍ବାଚନ ସଂସ୍କାର ବିଲ୍
ନୂଆଦିଲ୍ଲୀ: ନିର୍ବାଚନ ସଂସ୍କାର ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଏହି ବିଲ୍ ପାରିତ ହୋଇଛି। ଏହାପୂର୍ବରୁ ଲୋକସଭାରେ ସୋମବାର ଏହି ବିଲ୍ ପାସ୍ ହୋଇଥିଲା । ଉଭୟ ଗୃହର ମଞ୍ଜୁରି ପରେ ନିର୍ବାଚନ ସଂସ୍କାର ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଏହି…