ହାତୀ ମୃତ୍ୟୁ ନେଇ ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ବୈଠକ

ଭୁବନେଶ୍ୱର- ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାକୁ ନେଇ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ଓ ପିସିସିଏଫ ଶଶୀ ପଲ୍‌ଙ୍କ ମଧ୍ୟରେ ବୈଠକ ହୋଇଛି । କେଉଁ କାରଣରୁ ଟ୍ରେନ ଧକ୍କାରେ ହାତୀଙ୍କର ପ୍ରାଣ ଗଲା, ସେ ନେଇ ଆଜି ସଂଧ୍ୟାରେ ଦୁଇ ସିସିଏଉ ତଦନ୍ତ ରିପୋର୍ଟ ଦେବେ । ଭୂଷଣ୍ଢପୁରରେ ଟ୍ରେନ…

ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ

କଟକ- ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଆକ୍ରାନ୍ତ ଜଣକ ନାଇଜେରିଆରୁ ଫେରିଥିଲେ । ଗତ ୧୭ ତାରିଖରେ ଓମିକ୍ରନ ଆକ୍ରାନ୍ତ ହେବା ପରେ ହସପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତାଙ୍କର କୌଣସି ଲକ୍ଷଣ ନ ଥିଲା । ତାଙ୍କର ଦୁଇ ଥର…

8 people dead in Pak shootings

Islamabad:  At least eight people were killed while four others injured in two separate shooting incidents in Pakistan, local media reported on Monday. According to the reports, at least five people were killed and two others injured in