ରାଜ୍ୟର ଅନେକ ଜିଲ୍ଲାରେ ଖସୁଛି ତାପମାତ୍ରା

ଭୁବନେଶ୍ୱର –ରାଜ୍ୟରେ କିଛି ଜିଲ୍ଲାରେ ପାରଦ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଅନେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ନୟାଗଡରେ ତାପମାତ୍ରା ୩ , ବାଲେଶ୍ୱରରେ ୨ ଦଶମିକ ୨, ଚାନ୍ଦବାଲିରେ ୨ ଦଶମିକ ୨, ମାଲକାନଗିରିରେ ୨, ବାରିପଦାରେ ୨ ଡିଗ୍ରୀ ହ୍ରାସ ଘଟିଛି ।…

ବାଲିଗୁଡା ସବଜେଲରୁ କଏଦୀ ଚମ୍ପଟ

ବାଲିଗୁଡା – କନ୍ଧମାଳ ଜିଲ୍ଲା ବାଲିଗୁଡା ସବଜେଲରୁ କଏଦୀ ଫେରାର । ପୋଲିସକୁ ଚକମା ଦେଇ ଜେଲରୁ ପଳାୟନ କରିଛି କଏଦୀ ଟୁକୁନା । ତା ଘର ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁ ବୋଲି ଜଣା ପଡିଛି । ଦୁଷ୍କର୍ମ ଓ ହତ୍ୟା ମାମଲାରେ ତାକୁ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଗତକାଲି ଜେଲ୍…

ଗଜପତି ଜିଲ୍ଲାରେ ଓଲଟି ପଡିଲା କନ୍ୟାଯାତ୍ରୀ ବସ୍‌, ୨୫ରୁ ଅଧିକ ଆହତ, ୪ ଗୁରୁତର

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ବୋମିକା ନିକଟରେ ସଡକ ଦୁର୍ଘଟଣା । ବାହାଘର ପାଇଁ ଯାଉଥିବା ଏକ କନ୍ୟାଯାତ୍ରୀ ବସ୍ ଓଲଟି ପଡିବାରୁ ୨୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସରେ ୩୫ ଜଣ ଯାତ୍ରୀ ଥିଲେ । ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ…

ବିଏସକେୱାଇ ସ୍ମାର୍ଟ କାର୍ଡ ପାଇବେ ନୟାଗଡ ଓ ଜଗତସିଂହପୁର ଜିଲ୍ଲା, ଭିସି ଜରିଆରେ ବଂଟନର ଶୁଭାରମ୍ଭ କରିବେ…

ଭୁବନେଶ୍ୱର- ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ସେବାରେ ସାମିଲ ହେବେ ଜଗତସିଂହପୁର ଓ ନୟାଗଡ ଜିଲ୍ଲା । ଦୁଇ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ ଜିଲ୍ଲାର ୨ ଲକ୍ଷ ୨୩ ହଜାର ୬୦ ପରିବାରକୁ…