ସିଡିଏସ ଜେନେରାଲ ବିପିନ ରାୱତ ଓ ପତ୍ନୀ ହେଲିକପଟର ଦୁର୍ଘଟଣାରେ ମୃତ, ସ୍ପଷ୍ଟ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ - ହେଲିକପଟର ଦୁର୍ଘଟଣାରେ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍ –ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁରିକା ରାୱତ ପ୍ରାଣ ହରାଇଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ହେଲିକପଟରରେ ଥିବା ଅନ୍ୟ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆଜି ସକାଳେ ଜେନେରାଲ…

ସେନା ହେଲିକପ୍ଟର ଦୁର୍ଘଟଣା: ୧୪ରୁ ୧୩ ଜଣଙ୍କ ମୃତ୍ୟୁ, ସିଡିଏସ୍ ବିପିନ୍ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସସପେନ୍ସ

ଚେନ୍ନାଇ: ତାମିଲନାଡୁର ନୀଳଗିରି ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ସିଡିଏସ୍ ବିପିନ୍ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ, ତାଙ୍କ ପ୍ରତିରକ୍ଷା ସହାୟକ, ସୁରକ୍ଷା କମାଣ୍ଡୋ ଏବଂ ଭାରତୀୟ ବାୟୁସେନା କର୍ମଚାରୀମାନେ…

କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରାଜ୍ୟର ତିନି ପୌରସଂସ୍ଥାକୁ ନୀତି ଆୟୋଗର ଉଚ୍ଚ ପ୍ରଶଂସା

ଭୁବନେଶ୍ୱର- କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ରାଜ୍ୟର ତିନିଟି ପୌରସଂସ୍ଥା ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏ ଦିଗରେ ଢେଙ୍କାନାଳ, କେନ୍ଦୁଝର ଓ ପାରାଦୀପ ପୌରସଂସ୍ଥାର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛି ନୀତି ଆୟୋଗ । ‘ବେଷ୍ଟ ପ୍ରାକ୍ଟିସେସ୍ ଇନ୍ ମ୍ୟୁନିସିପାଲ୍ ସଲିଡ୍ ୱେଷ୍ଟ…