ପାକିସ୍ତାନରେ ବି ଶିଳ୍ପ ବନ୍ଦ କରିବାକୁ ଚାହୁଁଛ ନା କ’ଣ? ପ୍ରଦୂଷଣ ନେଇ ଯୋଗୀ ସରକାରଙ୍କ ଯୁକ୍ତିରେ ଚିଡ଼ି…

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଆଜି ଶୁଣାଣି ବେଳେ ପ୍ରଦୂଷଣ ପାଇଁ ଉତ୍ତର ପ୍ରଦେଶ ସରକାର ପାକିସ୍ତାନକୁ ଦାୟୀ କରିଛନ୍ତି । ଯୋଗୀ ଆଦିତ୍ୟନାଥ ସରକାର ଶୁକ୍ରବାର କୋର୍ଟରେ କହିଛନ୍ତି ଯେ ପାକିସ୍ତାନ ପଟୁ ଆସୁଥିବା ଦୂଷିତ…

ଓମିକ୍ରନ୍ ବିପଦ ନେଇ ପୁଣି ରାଜ୍ୟମାନଙ୍କୁ ସତର୍କ କରାଇଲା କେନ୍ଦ୍ର, ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର…

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଦୁଇ ରୋଗୀ ଚିହ୍ନଟ ହେବା ଏବଂ ଦେଶରେ ଓମିକ୍ରନର ବର୍ଦ୍ଧିଷ୍ଣୁ ବିପଦ ମଧ୍ୟରେ କେନ୍ଦ୍ର ସରକାର ପୁଣି ଥରେ ରାଜ୍ୟମାନଙ୍କୁ ଏହି ନୂଆ କୋଭିଡ୍ ଭାରିଆଣ୍ଟ ନେଇ ସତର୍କ କରାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଶୁକ୍ରବାର ଦିନ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ…

ବାତ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ, ସାପ୍ତାହିକ ରବିବାର ଛୁଟି ବାତିଲ

ଭୁବନେଶ୍ୱର- ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିଥିବା ବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ମୁକାବିଲା ପ୍ରସ୍ତୁତି ଜୋରଦାର ଚାଲିଛି । ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ସାପ୍ତାହିକ ରବିବାର ଛୁଟିକୁ ବାତିଲ କରିଦେଇଛନ୍ତି ରାଜ୍ୟ ସରକାର । ଏ ନେଇ…