ରାଜ୍ୟରେ ୪୨୮ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୪୨୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୩୬ ଜଣ ଅଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ହଜାର…

କରୋନା ଅପଡେଟ୍: ୨୪ ଘଣ୍ଟାରେ ଦେଶରେ ୧୩,୪୦୫ ନୂଆ ମାମଲା, ୬୭୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୩,୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୧୯ ହଜାର ୯୬୮ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ଗତକାଲି ତୁଳନାରେ ଆଜି ମାମଲା ୧୬ ପ୍ରତିଶତ ହ୍ରାସ…

ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ୟୁକ୍ରେନ ଗଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ପଦକ୍ଷେପ ପରେ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି | ଏହି ପରିପ୍ରେକ୍ଷୀରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଆରମ୍ଭ କରିଛି ଭାରତ । ଆଜି ସକାଳ ୭:୩୦ରେ ଦିଲ୍ଲୀ ବିମାନବନ୍ଦରରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ…

ସାମ୍ବାଦିକଙ୍କୁ ଆକ୍ରମଣର ଦୃଢ ନିନ୍ଦା କଲା ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ

ବୌଦ୍ଧ: ରାଜ୍ୟରେ ବିଭିନ୍ନ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ନେଇ ଆଜି ବୌଦ୍ଧଜିଲ୍ଲା ସାମ୍ବାଦିକ ସଂଘପକ୍ଷରୁ ନିନ୍ଦା କରାଯିବା ସହିତ ଅପରାଧୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରାଯାଇଛି…

ରୁଷ୍-ୟୁକ୍ରେନ ବିବାଦ: ସଂଯମ ଆଚରଣ ପାଇଁ ଦୁଇ ଦେଶକୁ ଭାରତର ପରାମର୍ଶ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ପଦକ୍ଷେପ ଯୁଦ୍ଧର ଆଶଙ୍କା ବଢ଼ାଇଦେଇଛି | ଏହି ପରିପ୍ରେକ୍ଷୀରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଏକ ବୈଠକରେ କହିଛି ଯେ ୟୁକ୍ରେନ ସୀମାରେ ବଢୁଥିବା ଉତ୍ତେଜନା ଚିନ୍ତାଜନକ ବିଷୟ ଏବଂ ଏହା ଅଞ୍ଚଳର ଶାନ୍ତି ଏବଂ ନିରାପତ୍ତାକୁ ଦୁର୍ବଳ…

ଆହତ ସାମ୍ବାଦିକଙ୍କ ଅବସ୍ଥା ଗୁରୁତର

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବିଞ୍ଝାରରପୁରରେ ହୋଇଥିବା ଆକ୍ରମଣରେ ଆହତ ସାମ୍ବାଦିକ ଗୁଲସନ୍ ନୱାଜ୍ ଅଲ୍ଲୀ ଖାଁଙ୍କ ଅବସ୍ଥା ଖରାପ ହୋଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁଲସନଙ୍କ ମୁଣ୍ଡ ବୁଲାଇବା…

ବଢ଼ିଲା ଯୁଦ୍ଧ ଆଶଙ୍କା, ୟୁକ୍ରେନର ଡୋନେସ୍କ, ଲୁଗାନସ୍କଙ୍କୁ ସ୍ବାଧୀନ ଅଞ୍ଚଳ ଭାବେ ସ୍ଵୀକୃତି ଦେଲେ ପୁଟିନ୍; ଆମେରିକା…

ମସ୍କୋ: ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ୟୁକ୍ରେନର ଦୁଇ ବିଦ୍ରୋହୀ ତଥା ବିଚ୍ଛିନ୍ନତାବାଦୀ ଅଞ୍ଚଳ ଡୋନେସ୍କ ଏବଂ ଲୁଗାନସ୍କକୁ ସ୍ବାଧୀନ ଅଞ୍ଚଳ ଭାବେ ମାନ୍ୟତା ଦେଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡିକର କଟକଣା ଚେତାବନୀ ସତ୍ତ୍ବେ…

କେସିଙ୍ଗାରେ ଧାନ ବୋଝେଇ ଟ୍ରକକୁ ପିଟିଲା ବୋଲେରୋ, ୪ ମୃତ

ଭବାନୀପାଟଣା -କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତୁର୍ଲାଖମନ ଛକରେ ଦୁର୍ଘଟଣା । ଧାନ ବୋଝେଇ ଟ୍ରକ ସହ ବୋଲେରୋର ଧକ୍କା ହେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ୭ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛି । ମୃତକଙ୍କ ମଧ୍ୟରେ ୩ ମହିଳା ଅଛନ୍ତି । ବୋଲେରୋରେ ମୋଟ ୧୧ ଜଣ ଯାତ୍ରୀ ଥିଲେ।…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୭ ଜିଲ୍ଲାର ୬୪ ବ୍ଲକରେ ଭୋଟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାରେ ୬୪ଟି ବ୍ଲକରେ ଭୋଟ୍ ଗ୍ରହଣ କରାଯାଉଛି । ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେଉଛି । ୧୭ ହଜାର ୮୯ଟି ବୁଥରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ…