କରୋନା ଅପଡେଟ୍: ଦେଶରେ ଆଉ ୯,୧୧୯ ମାମଲା ଚିହ୍ନଟ, ୩୯୬ ମୃତ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯,୧୧୯ କରୋନା ମାମଲା ଚିହ୍ନଟ ହୋଇଛି । ଦିନକରେ ଏହି ରୋଗରେ ପୁଣି ୩୯୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ କରୋନାର ମୋଟ ମାମଲା ସଂଖ୍ୟା ୩୪, ୫୪୪, ୮୮୨ କୁ ବୃଦ୍ଧି ପାଇଛି ।
ଅନ୍ୟ ପଟେ ସକ୍ରିୟ ମାମଲା ୧୦୯,୯୪୦ କୁ ବୃଦ୍ଧି ପାଇଛି । ଗତ ୨୪…