କରୋନା ଅପଡେଟ୍: ଦେଶରେ ଆଉ ୯,୧୧୯ ମାମଲା ଚିହ୍ନଟ, ୩୯୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯,୧୧୯ କରୋନା ମାମଲା ଚିହ୍ନଟ ହୋଇଛି । ଦିନକରେ ଏହି ରୋଗରେ ପୁଣି ୩୯୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ କରୋନାର ମୋଟ ମାମଲା ସଂଖ୍ୟା ୩୪, ୫୪୪, ୮୮୨ କୁ ବୃଦ୍ଧି ପାଇଛି । ଅନ୍ୟ ପଟେ ସକ୍ରିୟ ମାମଲା ୧୦୯,୯୪୦ କୁ ବୃଦ୍ଧି ପାଇଛି । ଗତ ୨୪…

ରେଳବାଇ କମାଇଲା ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ, ୫୦ ଟଙ୍କାରୁ କମି ପୁଣି ୧୦ ଟଙ୍କା ହେଲା

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ସହିତ ଭାରତୀୟ ରେଳବାଇ ଦ୍ୱାରା ଲାଗୁ କରାଯାଇଥିବା କଟକଣା ମଧ୍ୟ ପର୍ଯ୍ୟାୟ କ୍ରମେ କୋହଳ କରାଯାଉଛି । ଏବେ ଭାରତୀୟ ରେଳବାଇ ପ୍ଲାଟଫର୍ମ ଟିକେଟର ମୂଲ୍ୟ ହ୍ରାସ କରିଛି। କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର ଅନିଲ କୁମାର ଲାହୋତି ଏହି…

ବିଏସକେୱାଇର ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେବ ସୁବର୍ଣ୍ଣପୁର ଜିଲ୍ଲା, ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବେ…

ଭୁବନେଶ୍ୱର – ସୁୁବର୍ଣ୍ଣପୁର ଜିଲ୍ଲା ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ବିଏସକେୱାଇର ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମମିଲ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଜିଲ୍ଲାରେ ଏହି ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବେ ।…

ଆୟ ବହିର୍ଭୂତ ସଂପତ୍ତି ମାମଲା : ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାରିପଦା- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବାରିପଦା, ବାଲେଶ୍ୱର, ଭଦ୍ରକରେ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ ଚାଲିଛି ।…