କାନପୁର ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୩୪୫, ନ୍ୟୁଜିଲାଣ୍ଡ ୧୨୯/୦

କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭ୍ରମଣକାରୀ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି ​​| ଭାରତକୁ ୩୪୫ ରନରେ ଅଲ୍ଆଉଟ୍ କରିବା ପରେ ନ୍ୟୁଜିଲାଣ୍ଡର ଓପନିଂ ଯୋଡି ଭାରତୀୟ ବୋଲରମାନଙ୍କୁ ପାଣି ପିଆଇ ଦେଇଛନ୍ତି…

୨୬/୧୧ ବାର୍ଷିକୀରେ ପାକିସ୍ତାନ ହାଇ କମିଶନ୍ କୂଟନୀତିଜ୍ଞଙ୍କୁ ସମନ କଲା ଭାରତ, ଶୁଣାଣି ତ୍ବରାନ୍ବିତ କରିବାକୁ କହିଲା

ନୂଆଦିଲ୍ଲୀ: ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୩ତମ ବାର୍ଷିକୀ ଅବସରରେ ଭାରତ ଆଜି ପାକିସ୍ତାନର ହାଇ କମିଶନ୍ ର କୂଟନୀତିଜ୍ଞଙ୍କୁ ସମନ୍ କରିଛି। ଏ ମାମଲାର ଶୁଣାଣି ତ୍ବରାନ୍ବିତ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ପାକିସ୍ତାନକୁ କହିଛି ଭାରତ । ମୃତ ୧୬୬…

ସଂସଦରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବିରୋଧୀ ଦଳଙ୍କ ବର୍ଜନ, ବାଚସ୍ପତି କହିଲେ ଭଲ ପରମ୍ପରା ନୁହେଁ

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ ସଂସଦରେ ଆୟୋଜିତ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ବର୍ଜନ କରିଛନ୍ତି । ବିରୋଧୀ ଦଳଙ୍କ ଏଭଳି ଆଭିମୁଖ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗଣତାନ୍ତ୍ରିକ ସଂସ୍ଥା ଗୁଡ଼ିକରେ ମର୍ଯ୍ୟାଦାପୂର୍ଣ୍ଣ ଆଚରଣ କରିବା ଏବଂ…