କରୋନା ଅପଡେଟ୍: ଦେଶରେ ୮୬୦୩ ନୂଆ ମାମଲା, ୪୧୫ ମୃତ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୮୬୦୩ ନୂଆ କରୋନା ମାମଲା ରୁଜୁ ହୋଇଛି। ଏହି ମହାମାରୀରେ ଆଉ ୪୧୫ ଜଣଙ୍କ ମୃତ୍ୟୁ ହୋଇଛି ।
ଭାରତର କରୋନା ମୃତ୍ୟୁ ସଂଖ୍ୟା ୪,୭୦,୫୩୦କୁ ବୃଦ୍ଧି ପାଇଛି । ମୋଟ ମାମଲା ୩ କୋଟି ୪୬ ଲକ୍ଷ ୨୪,୩୬୦ରେ ପହଞ୍ଚିଛି । ବର୍ତ୍ତମାନ ଭାରତରେ ୯୯,୯୭୪ ସକ୍ରିୟ…