ମା’ ନାରାୟଣୀ ପୀଠରୁ ସୁନା ଅଳଙ୍କାର ଲୁଟ

ସାନଖେମୁଣ୍ଡି: କଙ୍କୋରଡ଼ାସ୍ଥିତ ମା' ନାରାୟଣୀ ପୀଠରୁ ଗତକାଲି ରାତିରେ ଚୋରମାନେ ପ୍ରାୟ ୪୦ ଗ୍ରାମ୍ ଓଜନର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଦେବୀ ମୂର୍ତ୍ତିଙ୍କ ଠାରେ ଲାଗିଥିବା ନାକର ଗୁଣା, ମଥାର ତିନିଟି ଶିରି, ଚକ୍ଷୁକୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ଓ ବର୍ଷା ରାତିରେ…