ବୁଷ୍ଟର ଡୋଜ୍ ଉପରେ ଅଧିକ ଗବେଷଣା କରିବାକୁ କହିଲା ସଂସଦୀୟ କମିଟି

ନୂଆଦିଲ୍ଲୀ: କୋଭିଡ -୧୯ ର ନୂଆ ଭାରିଆଣ୍ଟ 'ଓମିକ୍ରନ୍'କୁ ନେଇ ଚିନ୍ତା ବଢୁଥିବା ବେଳେ ଏକ ସଂସଦୀୟ କମିଟି କୋଭିଡ ଟିକାଗୁଡ଼ିକର ପ୍ରଭାବ ଆକଳନ ଓ କରୋନାର ନୂଆ ଭାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ଉପରେ ଅଧିକ ଗବେଷଣା କରିବାକୁ ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟ ଉପରେ…

ଦେଶରେ ଓମିକ୍ରନର ତୃତୀୟ ମାମଲା ଚିହ୍ନଟ, ଜିମ୍ବାୱେରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାର ଏକ ଘାତକ ଭାରିଆଣ୍ଟ ଭାବେ ବିବେଚନା କରାଯାଉଥିବା ଓମିକ୍ରନ୍ ର ତୃତୀୟ ମାମଲା ଚିହ୍ନଟ ହୋଇଛି । କର୍ଣ୍ଣାଟକ ପରେ ଗୁଜୁରାଟର ଜାମନଗରରେ ଜଣେ ୭୧ ବର୍ଷୀୟ ବ୍ୟକ୍ତି ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଥିବା କୁହାଯାଇଛି। ଗୁଜୁରାଟର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ…