ଦେଶର ୫ ରାଜ୍ୟରେ ଓମିକ୍ରନ୍ ବିସ୍ଫୋରଣ, ଦିନକରେ ୧୭ ରୋଗୀ ଚିହ୍ନଟ, ମୋଟ ମାମଲା ୨୧କୁ ବୃଦ୍ଧି

ନୂଆଦିଲ୍ଲୀ:ଦେଶରେ ଓମିକ୍ରନ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଓମିକ୍ରନ୍ ର ୧୭ଟି ମାମଲା ପଞ୍ଜୀକୃତ ହୋଇଥିଲା । ଏଥିସହ ବର୍ତ୍ତମାନ ମୋଟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି | ରବିବାର ଦିନ ରିପୋର୍ଟ ହୋଇଥିବା ୧୭ଟି ମାମଲା ମଧ୍ୟରୁ ୯ଟି ରାଜସ୍ଥାନର ରାଜଧାନୀ…

ଶ୍ରୀକ୍ଷେତ୍ର ଆକାଶର ବଦଳିଥିବା ରଙ୍ଗ ମଧ୍ୟରେ ଶ୍ରୀମନ୍ଦିରର ମନୋମୁଗ୍ଧକର ଫଟୋକୁ ଟ୍ୱିଟ୍ କଲେ ମୁଖ୍ୟମନ୍ତ୍ରୀ

ପୁରୀ – ବାତ୍ୟା ଦୁର୍ବଳ ହେଲା ପରେ ଗତକାଲି ଅପରାହ୍ନରେ ଶ୍ରୀକ୍ଷେତ୍ରରେ ଆକାଶର ରଙ୍ଗ ଥିଲା ଭିନ୍ନ । ଏକ ଲାଲ୍ ଚାଦର ସତେ ଯେମିତି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଆବରଣ କରିଛ ରଖିଛି ।ା କ୍ୟାମେଲା ଲେନ୍ସରେ ଉତ୍ତୋଳିତ ଏହି ଅପୂର୍ବ ମନୋହର ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଖୋଦ୍…

ଟିକାକରଣକୁ ବାଧ୍ୟତାମୂଳକ କଲା ପୁଡୁଚେରୀ, ଟିକା ନ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଚେନ୍ନାଇ: ଓମିକ୍ରନ୍ ବିପଦ ମଧ୍ୟରେ ଶତ ପ୍ରତିଶତ ଟିକାକରଣର ଲକ୍ଷ୍ୟ ହାସଲ କରିବା ପାଇଁ ପୁଡୁଚେରୀର କେନ୍ଦ୍ର ଶାସିତ ଅଞ୍ଚଳ ସମସ୍ତଙ୍କ ପାଇଁ କରୋନା ଟିକା ନେବାକୁ ବାଧ୍ୟତାମୂଳକ କରିଛି । ଏବଂ ଯେଉଁମାନେ ଟିକା ନ ଲଗାନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି…

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସିବେ

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସିବେ । ପୁଟିନଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହେବା ନେଇ ଆଶା କରାଯାଉଛି | ରୁଷ୍ ରାଷ୍ଟ୍ରପତିଙ୍କ ସହଯୋଗୀ ୟୁରୀ ଉଷାକୋଭ କହିଛନ୍ତି ଯେ ରାଷ୍ଟ୍ରପତି…

ଡାକ୍ତର ପରିଚୟ ଦେଇ ଯୁବତୀଙ୍କୁ ଲୁଟୁଥିବା ଓଡିଶାର ‘ମୁନ୍ନାଭାଇ’ ବାଲେଶ୍ୱରରୁ ଗିରଫ

ଭୁବନେଶ୍ୱର-ନକଲି ଡାକ୍ତର ପ୍ରଭାସ ରାଜ ଗିରଫ ହୋଇଛି । ବାଲେଶ୍ୱରରୁ ପ୍ରଭାସକୁ ଗିରଫ କରିଛି ସହିଦନଗର ପୋଲିସ । ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମଜାଲରେ ଫସାଉଥିଲେ ପ୍ରଭାସ । ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଲୁଟୁ ଥିଲା ଲକ୍ଷ ଲକ୍ଷ ଟଙ୍କା । ଷଷ୍ଠ ଶ୍ରେଣୀ ଯାଏଁ ପାଠ…

ତିନିଦିନର ବର୍ଷା ପରେ ଆଜିଠାରୁ ବଦଳିବ ପାଗ, କାଲିଠୁ ପାଗ ଶୁଖିଲା

ଭୁବନେଶ୍ୱର- ଦୁର୍ବଳ ହୋଇ ଅବପାତ ରୂପେ ଓଡିଶା ଉପକୂଳ ଅତିକ୍ରମ କରିଥିବା ବାତ୍ୟା ଜୱାଦର ପ୍ରଭାବର ତିନି ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ ଲଗାଣ ବର୍ଷା ହେଲା ପରେ ଆଜିଠୁ ପାଗ ବଦଳିବା ସମ୍ଭାବନା ରହିଛି । କାଲିଠୁ ପାଗ ଶୁଖିଲା ରହିବ । ଆଜି ଉପକୂଳ ଓଡିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବ…