କଟକ ରେଳ ଷ୍ଟେସନରୁ ଯବାନ ନିଖୋଜ

କଟକ- କଟକ ରେଳ ଷ୍ଟେସନରୁ ଜଣେ ସେନା ଯବାନ ନିଖୋଜ ହୋଇଯାଇଛନ୍ତି । ଏ ନେଇ ସେନା ପକ୍ଷର ରେଳବାଇ ପୋଲିସ ଥାନାରେ ଏତଲା ଦିଆଯାଇଛି । ନିଖୋଜ ଯବାନ ହେଉଛନ୍ତି କର୍ଣ୍ଣାଟକର ଟେନଜିନ୍ ଗୱା । ଚୌଦ୍ୱାର ଚାରବାଟିଆରେ ଆୟୋଜିତ ହେଉଥିବା ଏକ ସେନା ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ୧୫୦ ଜଣ ଯବାନ…

ଏଣିକି ଗାଁ ପୋଖରୀ ଦାୟିତ୍ୱ ନେବେ ସ୍ୱୟଂ ସହାୟିକା ଗୋଷ୍ଠୀ

ଭୁବନେଶ୍ୱର – ରାଜ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଆସୁଛନ୍ତି । ଏବେ ଗାଁ ପୋଖରୀ ଦାୟିତ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଭିସି ଯୋଗେ ମଙ୍ଗଳବାର ସଂଧ୍ୟା ସାଢେ ୬ରେ…