ଏଲପିଜି ସିଲିଣ୍ଡର ଓଜନ କମାଇ ପାରନ୍ତି ସରକାର
ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଓଜନିଆ ହୋଇଥିବାରୁ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଏକ କଷ୍ଟକର କାର୍ଯ୍ୟ ହୋଇଥାଏ | ବିଶେଷକରି ମହିଳାମାନଙ୍କୁ ଏଥିପାଇଁ ବେଶି ଅସୁବିଧା ହୋଇଥାଏ। ଏହାଛଡ଼ା ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ଅଧିକ ଓଜନ ଉଠାଇ ପାରନ୍ତି ନାହିଁ କିମ୍ବା…