ସିଡିଏସ ଜେନେରାଲ ରାୱତ, ପତ୍ନୀ ଓ ଅନ୍ୟ ସାମରିକ ଅଧିକାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର – ହେଲିକପଟର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁରିକା ଓ ଅନ୍ୟ ୧୧ ପ୍ରତିରକ୍ଷା ଅଧିକାରୀଙ୍କ ନିଧନରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ନବୀନ ଶୋକବାର୍ତ୍ତାରେ କହିଛନ୍ତି ।…

ଜେନେରାଲ ରାୱତଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ - ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ –ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁରେ ସାରାଦେଶରେ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଜେନେରାଲ ରାୱତଙ୍କ ଅସମୟ ମୃତ୍ୟୁରେ ସେ…

ସିଡିଏସ ଜେନେରାଲ ବିପିନ ରାୱତ ଓ ପତ୍ନୀ ହେଲିକପଟର ଦୁର୍ଘଟଣାରେ ମୃତ, ସ୍ପଷ୍ଟ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ - ହେଲିକପଟର ଦୁର୍ଘଟଣାରେ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍ –ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁରିକା ରାୱତ ପ୍ରାଣ ହରାଇଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ହେଲିକପଟରରେ ଥିବା ଅନ୍ୟ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆଜି ସକାଳେ ଜେନେରାଲ…

ସେନା ହେଲିକପ୍ଟର ଦୁର୍ଘଟଣା: ୧୪ରୁ ୧୩ ଜଣଙ୍କ ମୃତ୍ୟୁ, ସିଡିଏସ୍ ବିପିନ୍ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସସପେନ୍ସ

ଚେନ୍ନାଇ: ତାମିଲନାଡୁର ନୀଳଗିରି ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ସିଡିଏସ୍ ବିପିନ୍ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ, ତାଙ୍କ ପ୍ରତିରକ୍ଷା ସହାୟକ, ସୁରକ୍ଷା କମାଣ୍ଡୋ ଏବଂ ଭାରତୀୟ ବାୟୁସେନା କର୍ମଚାରୀମାନେ…