ମାଲକାନଗିରି ସୀମାନ୍ତରେ ପୁଣି ମାତିଲେ ମାଓବାଦୀ, ଜାଳିଲେ ୫ରୁ ଅଧିକ ଗାଡି, ଜଣଙ୍କୁ ଅପହରଣ

ମାଲକାନଗିରି- ମାଲକାନଗିରି ସୀମାନ୍ତରେ ପୁଣି ମାଓ ଉତ୍ପାତ । ଛତିଶଗଡର ଗରିଆବନ୍ଧ ପିପଲଖୁଂଟାରେ ଲଙ୍କାକାଣ୍ଡ ଭିଆଇଛନ୍ତି ମାଓବାଦୀ । ଜଳସେଚନ ବିଭାଗର କେନାଲ କାମରେ ନିୟୋଜିତ ୫ରୁ ଅଧିକ ଗାଡିକୁ ଜାଳି ଦେଇଛନ୍ତି ମାଓବାଦୀ । ଘଟଣାସ୍ଥଳରୁ ସୁପରଭାଇଜରଙ୍କୁ ମଧ୍ୟ ସେମାନେ ଅପରହରଣ କରି ନେଇଥିବା…

ବାୟୁସେନା ହେଲିକପଟର ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଓଡିଶାର ରାଣା ପ୍ରତାପ ଦାସ

ନୂଆଦିଲ୍ଲୀ - ତାମିଲନାଡୁ କୁନୁରରେ ଗତକାଲି ବାୟୁସେନା ହେଲିକପଟର ଦୁର୍ଘଟଣାରେ ଜଣେ ଓଡିଆ ସାମରିକ ଅଧିକାରୀ ବି ପ୍ରାଣ ହରାଇଛନ୍ତି । ସେ ହେଉଛନ୍ତି ଜୁନିଅର ୱାରେଂଟ ଅଫିସର ରାଣା ପ୍ରତାପ ଦାସ । ସହିଦ ଯବାନଙ୍କ ଘର ତାଳଚେର କୁଣ୍ଢାଳ ପଂଚାୟତ କୃଷ୍ଣଚନ୍ଦ୍ରପୁର ଗାଁ ବୋଲି ଜଣାପଡିଛି । ଗତ ୧୨…

ଆଜି ଶ୍ରୀମନ୍ଦିରରେ “ଓଢଣ ବା ପ୍ରାବରଣୋ” ଉତ୍ସବ

ମାର୍ଗଶିର ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ “ଓଢଣ- ବା ପ୍ରାବରଣୋ ଷଷ୍ଠୀ” ଅବସରରେ ଦେବ-ଦେବୀଙ୍କ ଘୋଡ଼ଲାଗି ଉତ୍ସବ(ଶୀତ ବସ୍ତ୍ର- ଲାଗି) ସକାଳ ଧୂପପରେ ଅନୁଷ୍ଟିତ ହେବ। ଶ୍ରୀଜଗନ୍ନାଥ ମହାପ୍ରଭୁ ଦାରୁବ୍ରହ୍ମ ରୂପରେ ଶ୍ରୀମନ୍ଦିରରେ ବିରାଜମାନ କରି ସାଧାରଣ ମନୁଷ୍ୟ ପରି ମାନବୀୟ ଲୀଳା…

ଗୀତା ମାହାତ୍ମ୍ୟ: ନିୟତଂ କୁରୁ କର୍ମତ୍ଵଂ କର୍ମଜ୍ୟାୟ ହ୍ୟ କର୍ମଣହ। ଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧଦକର୍ମଣି ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ନିୟତଂ କୁରୁ କର୍ମତ୍ଵଂ କର୍ମଜ୍ୟାୟ ହ୍ୟ କର୍ମଣହ। ଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧଦକର୍ମଣି ।। ହେ ଅର୍ଜୁନ ! ତୁମେ…