ସାମ୍ନାକୁ ଆସିଲା ସେନା ହେଲିକପ୍ଟର ଦୁର୍ଘଟଣାର ଭିଡ଼ିଓ

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ନିକଟରେ ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ହୃଦୟ ବିଦାରକ ଘଟଣା ସମୟର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ‌। ଭିଡ଼ିଓରେ ଏକ ହେଲିକପ୍ଟର ଉଡୁଥିବା ଏବଂ…