କରୋନା ଅପଡେଟ୍: ଦିନକରେ ୨,୭୯୬ ଜଣଙ୍କ ମୃତ୍ୟୁ, ୮,୮୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ୮,୮୯୫ ନୂଆ ମାମଲା ରିପୋର୍ଟ ହୋଇଛି। ତେବେ କରୋନା ମୃତ୍ୟୁସଂଖ୍ୟା ଚକିତ କରିଛି । ଗତ ୨୪ ଘଣ୍ଟାରେ କରୋନା ଯୋଗୁଁ ଦେଶରେ ୨,୭୯୬ ଜଣଙ୍କ ମୃତ୍ୟୁ ହୋଇଛି । ବିହାର କିଛି ପୁରୁଣା କରୋନା ମୃତ୍ୟୁ ମାମଲାକୁ ଯୋଡ଼ି ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଛି ବୋଲି…

ବାତ୍ୟା ପ୍ରଭାବ : ଆସନ୍ତା ୨୪ ଘଣ୍ଟା ଯାଏଁ ବର୍ଷା ସତର୍କତା, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫୮ ମିମି ବର୍ଷା

ଭୁବନେଶ୍ୱର- ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ଜୱାଦ ବର୍ତ୍ତମାନ ଗୋପାଳପୁରଠାରୁ ୧୩୦ କିମି, ପୁରୀରୁ ୧୮୦, ପାରାଦୀପଠାରୁ ୨୭୦ କିମି ଦୂରରେ ରହିଛି । ଏ ନେଇ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ସୁଦ୍ଧା ଜୱାଦ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ…

ନୂଆ ସ୍କୁଟି ପାଇଁ ଯୁବତୀଙ୍କୁ ମିଳିଲା ‘S.E.X’ ଅକ୍ଷର ଥିବା ନମ୍ବର୍ ପ୍ଲେଟ୍ , ବଦଳାଇବାକୁ ପରିବହନ…

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ) ପରିବହନ ବିଭାଗକୁ ଜଣେ ଯୁବତୀଙ୍କ ସ୍କୁଟିର ନମ୍ବର ପ୍ଲେଟରେ 'S.E.X' ଅକ୍ଷର ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ଏହି ନମ୍ବର୍ ପ୍ଲେଟ୍ ପାଇଁ ସେ ବେଶ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏଭଳି ସିରିଜ୍…

ବଢୁଛି ଓମିକ୍ରନ୍ ଚିନ୍ତା: ମହାରାଷ୍ଟ୍ରରେ ଚିହ୍ନଟ ହେଲା ଦେଶର ଚତୁର୍ଥ ମାମଲା

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଜଣେ ବ୍ୟକ୍ତି କରୋନାଭାଇରସର ନୂଆ ଷ୍ଟ୍ରେନ୍ 'ଓମିକ୍ରନ୍'ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ ଏହି ପ୍ରଜାତିର ସଂକ୍ରମଣର ପ୍ରଥମ ଘଟଣା ଏବଂ ଦେଶରେ ଚତୁର୍ଥ ମାମଲା | ମହାରାଷ୍ଟ୍ରରେ ସାମ୍ନାକୁ ଆସିଥିବା ମାମଲା ସମ୍ପର୍କରେ କୁହାଯାଇଛି ଯେ…