ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ହେଲେ ଟ୍ୱିଟରର ନୂଆ ସିଇଓ

ନ୍ୟୁୟର୍କ: ଟ୍ୱିଟରର ସହ ପ୍ରତିଷ୍ଠାତା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ୍ ଡୋର୍ସି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଜ୍ୟାକ୍ ଡୋର୍ସିଙ୍କ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ବିଟରର ସିଇଓ ନିଯୁକ୍ତ ହୋଇଛନ୍ତି । ପରାଗ…

ଦେଶକୁ ଦେଶ ବ୍ୟାପୁଛି ଓମିକ୍ରନ୍ ଭାରିଆଣ୍ଟ୍, ୧୪ଟି ଦେଶରେ ମିଳିଲାଣି ମାମଲା

ନୂଆଦିଲ୍ଲୀ: କରୋନାର ନୂଆ ଓମିକ୍ରନ୍ ଭାରିଆଣ୍ଟ ଦେଶକୁ ଦେଶ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | କରୋନାର ଅନ୍ୟ ଷ୍ଟ୍ରେନ୍ ଅପେକ୍ଷା ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଥିବା ଏହି ଭାରିଆଣ୍ଟ ଏବେ ପ୍ରାୟ ୧୪ଟି ଦେଶକୁ ବ୍ୟାପିଲାଣି। ଓମିକ୍ରନ୍ ଭୟ ଯୋଗୁଁ ଅନେକ ଦେଶ ସତର୍କତା ମୂଳକ ପଦକ୍ଷେପ…

ଜୁନିଅର ବିଶ୍ୱକପ୍ ହକି : ଗ୍ରୁପ୍ ପର୍ଯ୍ୟାୟରେ ଗୋଲ୍ ପ୍ରାବଲ୍ୟ, କାଲିଠାରୁ ନକ୍ ଆଉଟ୍‌, ପ୍ରଥମ କ୍ୱାର୍ଟରରେ…

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟରେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନ ଥିବା ଦଳଗୁଡିକ ମଧ୍ୟରେ ଆଜିଠାରୁ କ୍ଲାସିଫିକେସନ ମ୍ୟାଚ୍ ଖେଳାଯିବ । ଆଜି କଳିଙ୍ଗରେ ଚାରିଟି ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ କାନାତୁ ଭେଟୁଥିବା ବେଳେ ପାକିସ୍ତାନ ଓ ଆମେରିକା ମଧ୍ୟରେ…

ସମ୍ଭାବ୍ୟ ଲଘୁଚାପ ବର୍ଷାର ମୁକାବିଲା ନେଇ ତତ୍ପରତା, ଅମଳ ଧାନର ସୁରକ୍ଷା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର- ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି ସରକାର । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ମଣ୍ଡିରେ ଧାନ ଥିଲେ ଘୋଡାଇ ରଖିବାକୁ ନିର୍ଦ୍ଦେଶ…