ଶୀତକାଳୀନ ଅଧିବେଶନରୁ ୧୨ ରାଜ୍ୟସଭା ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ: ବିଶୃଙ୍ଖଳା ପାଇଁ ଚଳିତ ଶୀତକାଳୀନ ଅଧିବେଶନରୁ ବିରୋଧୀ ଦଳର ୧୨ ଜଣ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦ ହେଉଛନ୍ତି ଏଲାମରାମ କରିମ (ସିପିଏମ), ଫୁଲୋ ଦେବୀ ନେତମ, ଛାୟା ବର୍ମା, ଆର ବୋରା, ରାଜାମଣି ପଟେଲ, ସୟଦ ନାସିର ହୁସେନ୍, ଅଖିଳେଶ…