ରାଜ୍ୟରେ ଯାତ୍ରା, ଅପେରା, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି ଆୟୋଜନ ପାଇଁ ଅନୁମତି
ଭୁବନେଶ୍ୱର-ରାଜ୍ୟରେ ଯାତ୍ରା, ଡ୍ରାମା, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଥିବା କଟକଣା ହଟିବ । ଏ ନେଇ ନୂଆ ଗାଇଡଲାଇନ ଆଜିଠାରୁ ଲାଗୁ ହେବ । ଏସଆରସି ଏହି ସୂଚନା ଦେଇଛନ୍ତି । ଏସବୁ କାର୍ଯ୍ୟକ୍ରମ କୋଭିଡ କଟକଣା ମଧ୍ୟରେ ହେବ । ଏଥିପାଇଁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଓ ଏସପିଙ୍କ…