ଦ୍ୱିତୀୟ ଟି-୨୦: ରୋହିତ, ରାହୁଲଙ୍କ ଅର୍ଦ୍ଧଶତକ, ଭାରତ ସିରିଜ୍ ବିଜୟୀ

ରାଞ୍ଚି: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ ଅଧିନାୟକ ରୋହିତ ଶର୍ମା ଓ ଉପଅଧିନାୟକ କେଏଲ୍ ରାହୁଲଙ୍କ ଅର୍ଦ୍ଧଶତକ ଅର୍ଦ୍ଧଶତକ ସହାୟତାରେ ଭାରତ ଶୁକ୍ରବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଛି । ଏହି ବିଜୟ ସହ ଭାରତ ଅପରାଜେୟ ୨-୦ରେ ଅଗ୍ରଣୀ ହାସଲ ପୂର୍ବକ…