ରାଜ୍ୟରେ ଆଉ ୨୨୯ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୩୩ ଓ ସ୍ଥାନୀୟ ଅଂଚଳରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୮ ବର୍ଷରୁ କମ୍ ବୟସର ୨୯ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩, କଟକରୁ ୧୮,…

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଲେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ହେଡ୍ କ୍ଲର୍କ

ସୋନପୁର - ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ହେଡ୍ କ୍ଲର୍କ ଭିଜିଲାନ୍ସ ଚଢାଉର ସମ୍ମୁଖୀନ ହୋଇଛନ୍ତି । ହେଡ୍ କ୍ଲର୍କ ରମେଶ କୁମାର ନାଗଙ୍କ ଘର ସମେତ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ସୁବର୍ଣ୍ଣପୁର ଅଫିସରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ ଜିଲ୍ଲା ରଣପୁର ଆରଡି ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ…

ନୟାଗଡ- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ । ନୟାଗଡ ଜିଲ୍ଲା ରଣପୁର ଆରଡି ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଡଙ୍କ ରଣପୁର ସରକାରୀ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲା ଥିବା ଘରେ ମଧ୍ୟ ଏକକାଳୀନ ଚଢାଉ…