ସ୍ମାର୍ଟ ହେଲା ଗୋପାଳପୁର ନିର୍ବାଚନମଣ୍ଡଳୀର ୧୨ ସରକାରୀ ହାଇସ୍କୁଲ: ଛାତ୍ରଛାତ୍ରୀଙ୍କୁ ମିଳିଲା ଉନ୍ନତ ଭିତ୍ତିଭୂମି

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯେ- ଆଗାମୀ ପିଢ଼ିଙ୍କୁ ଏବେଠାରୁ ସ୍ମାର୍ଟ, ଦକ୍ଷ ଓ ଯୋଗ୍ୟ କରି ଗଢ଼ି ତୋଳିବାକୁ ହେବ। ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ କୌଣସି ବ୍ୟୟବହୁଳ ଘରୋଇ କିମ୍ବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପିଲାଙ୍କ ଠାରୁ…