ମିଶନ ଶକ୍ତି ଗୋଷ୍ଠୀର ମାଆମାନଙ୍କୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ମହିଳା ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ମିଶନ ଶକ୍ତି ମା ମାନଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉ। ରାଜ୍ୟ ସରକାରଙ୍କ ସବୁ ବିଭାଗ ମାନେ…

ସମ୍ବଲପୁରରେ ନୂତନ ରାଜସ୍ବ ଡିଭିଜନ କମିଶନରଙ୍କ ଯୋଗଦାନ

ସମ୍ବଲପୁର: ଉତ୍ତରାଞ୍ଚଳ ନୂତନ ରାଜସ୍ବ ଡିଭିଜନ କମିଶନର ଭାବେ ଡ. ସୁରେଶ ଚନ୍ଦ୍ର ଦଳେଇ କାର୍ଯ୍ୟରେ ଯୋଗ ଦେଇଛନ୍ତି | ପୂର୍ବରୁ ସେ ସଂସ୍କୃତି ବିଭାଗର ସଚିବ ଭାବେ ଅବସ୍ତାପିତ ଥିଲେ | 2005 ବ୍ୟାଚ ର ଭାରତୀୟ ପ୍ରଶାସନିକ ସେବା ର ସେ ଅଧିକାରୀ ଅଟନ୍ତି | ପୂର୍ବତନ ଆର. ଡି. ସି ଙ୍କ ବଦଳି ପରେ…

ଶିଶୁ ଯୌନ ନିର୍ଯାତନା ମାମଲାରେ ଢେଙ୍କାନାଳର ସୁରେନ୍ଦ୍ର ନାୟକ ଗିରଫ ଟ୍ରାନଜିଟ୍ ରିମାଣ୍ଡରେ ସିବିଆଇ ନେବ ଦିଲ୍ଲୀ 

ଭୁବନେଶ୍ୱର- ଶିଶୁ ଯୌନ ନିର୍ଯାତନା ମାମଲାରେ ଢେଙ୍କାନାଳର ସୁରେନ୍ଦ୍ର ନାୟକକୁ ଗିରଫ କରିଛି ସିବିଆଇ । ୫ ଦିନ ପାଇଁ ଟ୍ରାନଜିଟ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା । ହେଲେ ସ୍ୱତନ୍ତ୍ର କୋର୍ଟ ତିନି ଦିନ ପାଇଁ ତାକୁ ଟ୍ରାନଜିଟ୍ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।…

ବିଭ୍ରାନ୍ତିକର, ମିଛ ଟ୍ବିଟକୁ ଚିହ୍ନଟ କରିବା ପାଇଁ ଟ୍ବିଟର ଆଣିଲା ନୂଆ ଓ୍ବାର୍ଣ୍ଣିଂ ଲେବଲ୍

ଓ୍ୱାଶିଂଟନ: ଅଧିକାଂଶ ସମୟରେ ବିଭ୍ରାନ୍ତିକର ଟ୍ବିଟ୍ ପାଇଁ ଟ୍ୱିଟର ୟୁଜରମାନେ ଦ୍ବନ୍ଦ୍ବରେ ପଡ଼ିଥାନ୍ତି । ଏବେ ଏଭଳି ଟ୍ବିଟକୁ ସହଜରେ ଚିହ୍ନଟ କରିହେବ । କାରଣ ମିଛ, ବିଭ୍ରାନ୍ତିକର ଟ୍ୱିଟ୍ ପାଇଁ ଟ୍ୱିଟର ୟୁଜରଙ୍କୁ ଏବେ ଏକ ଚେତାବନୀ ଲେବଲ୍ ଦେଖାଯିବ | ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅଧିକ…

ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ, ୨୨ରୁ ତିନି ଦିନ ଆନ୍ଦୋଳନ ପାଇଁ ଘୋଷଣା

ଭୁବନେଶ୍ୱର- ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ବିଜେଡି ଘୋଷଣା କରିଛି । ଏହି ମାସ ୨୨ ତାରିଖରୁ ୩ ଦିନ ଧରି ଆରଡିସି ଡିଭିଜନରେ ଆନ୍ଦୋଳନ କରିବ ବିଜେଡି । ବିଜେଡିର ମହିଳା,ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନରେ ସାମିଲ ହେବେ ବୋଲି ପ୍ରେସମିଟରେ ବିଜେଡି…