ଦିଲ୍ଲୀ ପ୍ରଦୂଷଣ: ‘ଓ୍ବାର୍କ ଫ୍ରମ୍ ହୋମ’ ସପକ୍ଷରେ ନାହିଁ କେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀରେ ଚିନ୍ତାଜନକ ପ୍ରଦୂଷଣ ସମସ୍ୟା ମଧ୍ୟରେ କେନ୍ଦ୍ର କର୍ମଚାରୀମାନଙ୍କୁ 'ଓ୍ବାର୍କ ଫ୍ରମ୍ ହୋମ' ବା ‌ଘରୁ କାମ କରିବାକୁ ପରାମର୍ଶ ଦିଆଯାଉ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ କେନ୍ଦ୍ର ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି ।…