ସୌରଭ ଗାଙ୍ଗୁଲି ହେଲେ ଆଇସିସି କ୍ରିକେଟ୍ କମିଟିର ନୂଆ ଚେୟାରମ୍ୟାନ୍

ଦୁବାଇ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଉ ଏକ ବଡ଼ ଦାୟିତ୍ୱ ଦିଆଯାଇଛି | ଏବେ ସେ ଆଇସିସି କ୍ରିକେଟ୍ କମିଟିର ନୂଆ ଚେୟାରମ୍ୟାନ୍ ହୋଇଛନ୍ତି। ବୁଧବାର ଆଇସିସି ଗଭର୍ଣ୍ଣିଂ ବୋର୍ଡ ଏହା ସ୍ପଷ୍ଟ କରିଛି। ଅନିଲ କୁମ୍ବଲେଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲି ଏହି ଦାୟିତ୍ବ ଗ୍ରହଣ କରିବେ।…

ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍: ଭାରତୀୟ ଦଳରେ ଗଞ୍ଜାମର ଭି.ରମେଶ ରାଓ

ବ୍ରହ୍ମପୁର: ଇଟାଲୀରେ ହେବାକୁ ଥିବା ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ଗଞ୍ଜାମର ଭି.ରମେଶ ରାଓଙ୍କ ସମେତ ଓଡିଶାରୁ ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ରମେଶଙ୍କ ସହ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଓଡ଼ିଆ ହେଲେ ରାଖାଲ୍ କୁମାର…

ରାଜ୍ୟରେ ୧୪ଟି ସହରର ବିଭିନ୍ନ ଫର୍ଣ୍ଣିଚର ଶୋ’ ରୁମରେ ଜିଏସଟି ଚଢାଉ

ଭୁବନେଶ୍ୱର- ରାଜ୍ୟରେ ବିଭିନ୍ନ ଫର୍ଣ୍ଣିଚର ଶୋ’ ରୁମରେ ଜିଏସଟି ଚଢାଉ ହୋଇଛି । ଭୁବନେଶ୍ୱର ସମେତ ରାଜ୍ୟର ୧୪ଟି ସହରରେ ଫର୍ଣ୍ଣିଚର ଦୋକାନରେ ଚଢାଉ ହୋଇଥିବା ସୂଚନା ମିଳିଛି । ୧୩୬ ଜଣ ଅଧିକାରୀ ୩୨ଟି ଜାଗାରେ ଚଢାଉ କରିଛନ୍ତି । ଏହିସବୁ ଡିଲରଙ୍କ ୩୦ଟି ଦୋକାନ ଓ ଗୋଦାମରେ ଏକକାଳୀନ ଚଢାଉ…

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସାମିଲ ହେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅପିଲ୍‌

ଭୁବନେଶ୍ୱର- ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ଯେ, ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ ଅଭିଯାନ ଚାଲିଛି । ତେଣୁ ସମସ୍ତେ ନିଜର ନାମ ଏପିକ ଆଇଡି ଚେକ୍ କରିବାକୁ ସେ ଅନୁରୋଧ ଦେଇଛନ୍ତି । ଏଥିପାଇଁ ୨୧ ତାରିଖରେ ଏକ ବିଶେଷ ଅଭିଯାନ କରାଯିବ । ଫର୍ମ ୬ ନାମ ଯୋଡିବା,…

ଶନିବାର ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ- ଆସନ୍ତା ୨୦ ତାରିଖରେ ଢେଙ୍କାନାଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟକାର୍ଡ ବଂଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର ହୋଇଛି…