ଜମି ଦଲାଲ ପର୍ଶୁରାମ କାଣ୍ଡି ଉତ୍ତର ପ୍ରଦେଶରୁ ଗିରଫ, ଟ୍ରାଞ୍ଜିଟ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ

ଭୁବନେଶ୍ୱର- ଘର ଜମି ଦେବାକୁ କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଦଲାଲ ପର୍ଶୁରାମ କାଣ୍ଡି ଉତ୍ତର ପ୍ରଦେଶରୁ ଗିରଫ ହୋଇଛି । ତାକୁ ଟ୍ରାଂଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣୁଛି କମିଶନରେଟ ପୋଲିସ । ୨୦୧୫ରେ ଲୋକଙ୍କୁ ଜମି ଦେବା ନାଁରେ ଠକି ପରିବାର ସହ ଉତ୍ତର ପ୍ରଦେଶ ଚାଲିଯାଇଥିଲା…

ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୮୫ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୭୬ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି । ଖୋର୍ଦ୍ଧା…