ଲକ୍ଷ୍ମୀପୁର ହିଂସା ମାମଲା: ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ଵାବଧାନରେ ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର…

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଶୁଣାଣି କରିଛନ୍ତି। ଲକ୍ଷ୍ମୀପୁର ଖେରୀ ହିଂସା‌ ମାମଲାର ତଦନ୍ତର ତଦାରଖ ପାଇଁ ରାଜ୍ୟ ବାହାରର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତ କରିବା ପ୍ରସ୍ତାବରେ ଉତ୍ତର ପ୍ରଦେଶ…

କେବିଏନ ଗ୍ୟାଙ୍ଗ୍ ବାବଦରେ ନୂଆ ଖୁଲାସା, ଦାଦାବଟି ଆଦାୟ ପାଇଁ କିଛି ସଦସ୍ୟ ଗଢିଥିଲେ ‘ଟାଉନ୍ ଟାଇଗର…

ଭୁବନେଶ୍ୱର- ରାଜଧାନୀରେ ଆତଙ୍କରାଜ ଚଳାଇଥିବା ‘କୋଇ ଭି ନେହିଁ’ –କେବିଏନ୍ ଗ୍ୟାଙ୍ଗ ବାବଦରେ ନୂଆ ଖୁଲାସା କରିଛି ପୋଲିସ । ସୋସିଆଲ ମିଡିଆରେ କେବିଏନ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେଲା ପରେ ପୋଲିସ ଗ୍ୟାଙ୍ଗ ସଦସ୍ୟମାନଙ୍କୁ ଗିରଫ କରି ପଚରାଉଚରା ଚଳାଇଛି । ଜଣାପଡିଛି ଯେ, ଏହି ଗ୍ୟାଙ୍ଗର…

ଜୁନିୟର ମହିଳା ବିଶ୍ୱକପ୍ ହକି ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ଦୁଇ ଖେଳାଳି

ଭୁବନେଶ୍ୱର- ଜୁନିୟର ମହିଳା ବିଶ୍ୱକପ୍ ହକି ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡିଶାର ଦୁଇ ଜଣ ଖେଳାଳି । ୧୮ ଜଣିଆ ଦଳରେ ଓଡିଶାର ଅଜମିନା କୁଜୁର ଓ ଜିୱାନ କିଶୋରୀ ଟପ୍ପୋ ସ୍ଥାନ ପାଇଛନ୍ତି । ଡିସେମ୍ବର ୬ରୁ ଦକ୍ଷିଣ ଆଫ୍ରିକାରେ ଏହି ଟୁର୍ଣ୍ଣାମେଂଟ ଖେଳାଯିବ । ଭାରତୀୟ ଦଳର…

ବିଜେଡି ତରଫରୁ ଧରତୀ ଆବାଙ୍କୁ ଶ୍ରଦ୍ଧାଞ୍ଜଳି

ବୀର ବିର୍ସା ମୁଣ୍ଡା ଙ୍କ 146 ତମ ଜନ୍ମ ଜୟନ୍ତୀ ସମ୍ବଲପୁର: ଆଜି ବିଜେଡ଼ି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଧରତୀ ଆବା ବୀର ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏଥିରେ ପୂର୍ବତନ ବିଧାୟିକା ତଥା ବିଜେଡି ସାଧାରଣ ସଂପାଦିକା ଡ଼ା ରାସେଶ୍ୱରୀ ପାଣିଗ୍ରାହୀ,…

ନାବାଳିକାକୁ ୬ ମାସରେ ୪୦୦ ଲୋକଙ୍କ ବଳାତ୍କାର, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ପୋଲିସ୍ କର୍ମଚାରୀ

ମୁମ୍ବାଇ: ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଜଣେ ନାବାଳିକାକୁ ଗତ ୬ ମାସରେ ୪୦୦ ଲୋକ ବଳାତ୍କାର କରିଥିବା ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି। ପୀଡିତା ନାବାଳିକାର ବୟସ ୧୬ ବର୍ଷ ଏବଂ ଘର ଲୋକ ପିଲାଦିନରୁ ହିଁ ତା'ର ବିବାହ କରିଦେଇଥିଲେ | ଜଣେ ପୋଲିସ କର୍ମଚାରୀ ମଧ୍ୟ ଏହି ନାବାଳିକାର ଯୌନ ଶୋଷଣ…