ଗୀତା ମାହାତ୍ମ୍ୟ: କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ। ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ। ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।। ହେ ଅର୍ଜୁନ ! ସମବୁଦ୍ଧିରେ ଯୁକ୍ତ ଜ୍ଞାନିଜନମାନେ କର୍ମଦ୍ୱାରା ଉତ୍ପନ୍ନ ହେଉଥିବା…

ଅଷ୍ଟ୍ରେଲିଆ ପ୍ରଥମ ଥର ୨୦ ବିଶ୍ୱ ଚାମ୍ପିୟନ, ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ‌ ହରାଇଲା

ଦୁବାଇ: ଶେଷରେ ଅଷ୍ଟ୍ରେଲିଆର ଅବଶୋଷ ପୂରଣ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମ ଥର ଟି୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି । ରବିବାର ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଅଷ୍ଟ୍ରେଲିଆ ସହଜରେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ଟି୨୦ ଫର୍ମାଟରେ ନୂଆ…

ଏକାମ୍ର ହାଟରେ ମୁକ୍ତ ପାଠାଗାର ଉନ୍ମୋଚିତ

ଭୁବନେଶ୍ୱର: ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନକୁ ଆସିବା ପରେ ନୂଆ ରୂପରେ ଏକାମ୍ରହାଟ ବର୍ତ୍ତମାନ ଭୁବନେଶ୍ବରରେ ଏକ ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି । ଓଡିଶାର ଐତିହ୍ୟ , ପରମ୍ପରା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ଏହି ଏକାମ୍ର ହାଟରେ ଆଜି ଶିଶୁଦିବସ ଅବସରରେ ଯୋଡି ହୋଇଛି…

୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ: ଶିଶୁ ଦିବସରେ କେନ୍ଦୁଝରର ୧୦୦ ସ୍କୁଲ ସହିତ ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତରଣ…

ଭୁବନେଶ୍ବର: ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର  ଲୋକାର୍ପଣ ଚାଲିଛି ।  ସାତ ଦିନର ଏହି କାର୍ଯ୍ୟକ୍ରମରେ ଆଜି ଦ୍ବିତୀୟ ଦିନ ଶିଶୁ ଦିବସରେ ବୌଦ୍ଧ , ସୋନପୁର,…