ପୁଲିସ ତଦନ୍ତ ବିଷୟରେ ଲେଖାଶ୍ରୀଙ୍କ ଜ୍ଞାନ ନାହିଁ : ବିଜେଡି

ଭୁବନେଶ୍ୱର: ଆଜିର ସାମ୍ବାଦିକ ସମ୍ମିଳନୀ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ପୋଲିସ ତଦନ୍ତ ବିଷୟରେ ଜ୍ଞାନର କେତେ ଅଭାବ ରହିଛି ତାହାର ମୁଖା ଖୋଲି ଦେଇଛି । ବୋଧହୁଏ ସେ ଜଣେ ପୋଲିସ ଅଫିସର ହେବାକୁ ଚାହୁଁଥିଲେ ଏବଂ ବିଫଳ ହୋଇଛନ୍ତି । ସେ ବର୍ତ୍ତମାନ ସାମ୍ବାଦିକ ସମ୍ମିଳନୀରେ…

ସଂସଦରେ ନେହେରୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଲୋକସଭା ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷ; ବରିଷ୍ଠ ମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ସଂସଦରେ ଆୟୋଜିତ ପାରମ୍ପାରିକ କାର୍ଯ୍ୟକ୍ରମରେ କେନ୍ଦ୍ରର କୌଣସି ବରିଷ୍ଠ ମନ୍ତ୍ରୀ ଯୋଗ ଦେଇନାହାନ୍ତି । ଏପରିକି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ…

ପୁଣି ଲଘୁଚାପ, ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର - ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ୧୯ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଶନିବାର ଦକ୍ଷିଣ ଆଣ୍ଡାମାନ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଆଜି…

ପୂର୍ବତନ ସରପଂଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର - ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ଜଣେ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ପୋଲିସ ସେମାନଙ୍କୁ ଗିରଫ କରିଛି । ୪ ଜଣ ରାଜ୍ୟ ବାହାରୁ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ରାଉରକେଲାରୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା…

ଭାରତକୁ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ଯୋଗାଣ ଆରମ୍ଭ କଲା ରୁଷ୍

ମସ୍କୋ: ରୁଷ୍ ଭାରତକୁ ଏୟାର ଡିଫେନ୍ସ ମିସାଇଲ଼ ଏସ୍-୪୦୦ ଯୋଗାଇବା ଆରମ୍ଭ କରିଛି। ରବିବାର ରୁଷର ସାମରିକ ସହଯୋଗ ଏଜେନ୍ସିର ମୁଖ୍ୟ ଦିମିତ୍ରୀ ଶୁଗାୟେଭଙ୍କ ଏହି ସୂଚନା ଦେଇଛନ୍ତି। ଚୀନ୍ ତରଫରୁ ବିପଦ ଦୃଷ୍ଟିରୁ ଏହି ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ଭାରତୀୟ ପ୍ରତିରକ୍ଷା ପାଇଁ ବେଶ୍…

ଡିସେମ୍ବର ପହିଲାରୁ ବିଧାନସଭାର ଶୀତ ଅଧିବେଶନ, ମୋଟ ୨୬ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର -ଆସନ୍ତା ଡିସେମ୍ବର ପହିଲାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏ ନେଇ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପିତ ହେବ…