ଭିଭିଏସ୍ ଲକ୍ଷ୍ମଣ ହେବେ ଏନସିଏ ମୁଖ୍ୟ, ସ୍ପଷ୍ଟ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହେବା ପରେ ଭିଭିଏସ୍ ଲକ୍ଷ୍ମଣ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। ଭାରତୀୟ କ୍ରିକେଟର…

ସିବିଆଇ, ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ିଲା, ୨ରୁ ୫ ବର୍ଷ ହେଲା

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷରୁ ବୃଦ୍ଧି କରାଯାଇ ୫ ବର୍ଷ କରାଯାଇଛି। ଏନେଇ କେନ୍ଦ୍ର ସରକାର ପକ୍ଷରୁ ଜାରି ଅଧ୍ୟାଦେଶକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ପୂର୍ବରୁ ଉଭୟ କେନ୍ଦ୍ରୀୟ…

ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ସୋନୁ ସୁଦଙ୍କ ଭଉଣୀ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ସୋନୁ ସୁଦ୍ ଆଜି ଏହି ଘୋଷଣା କରିଛନ୍ତି । ସେ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ କିନ୍ତୁ ସେ କିଛି ସୂଚନା ଦେଇନାହାଁନ୍ତି। ରାଜଧାନୀ…

ସାକାର ହେଲା ବରଗଡ଼ବାସୀଙ୍କ ସ୍ୱପ୍ନ, କ୍ୟାନସର ହସପିଟାଲ ପାଇଁ ଟେଣ୍ଡର ପ୍ରକାଶିତ

ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା- ‘ ମୁଁ ବହୁତ ଖୁସି ’ ବରଗଡ଼ : ବରଗଡ଼ବାସୀଙ୍କ ଦୀର୍ଘ ବର୍ଷର ସପ୍ନ ସାକାର ରୂପ ନେବାକୁ ଯାଉଛି । ଏହି ପ୍ରକଳ୍ପ ପାଇଁ ଇତିମଧ୍ୟରେ ୭୧ କୋଟି ୧୪ ଲକ୍ଷ ଟଙ୍କାର ନିର୍ମାଣ ସକାଶେ ଟେଣ୍ଡର ବି ପ୍ରକାଶିତ ହୋଇସାରିଛି । ଗତକାଲି…