ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କଲୋନେଲ ଓ ପରିବାର ସଦସ୍ୟଙ୍କ ସହ ୭ ଜଣଙ୍କ ମୃତ୍ୟୁ

ଇମ୍ଫାଲ: ଭାରତୀୟ ସେନା ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଜି ମଣିପୁରର ଚୁରାଚାନ୍ଦପୁର ଠାରେ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସରଙ୍କ ସ‌ହ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ନିହତ ହୋଇଛନ୍ତି।…

ଗଞ୍ଜାମ: ଜାଲରୁ ୪ ଫୁଟର ଅଜଗରକୁ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ୍

ବ୍ରହ୍ମପୁର:-ମାଛ ଜାଲରେ ପଡି ଛଟପଟ ହେଉଥିବା ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ନିକଟରେ ଥିବା ଡିପ ସନ ହେଚେରୀ ପରିସରରେ ଏକ ଜାଲରେ ଅଜଗର ସାପଟି ବିଳମ୍ବିତ ରାତିରୁ ଛନ୍ଦି ହୋଇ ପଡ଼ିଥିଲା। ଦୀର୍ଘ ସମୟ ହେବ ସାପଟି ବାହାରିବାକୁ…

ଘାଟିରେ ଓଲଟିଲା ଟ୍ରାକ୍ଟର: ୧୫ରୁ ଅଧିକ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଅନ୍ତର୍ଗତ ଟଲନା ଘାଟିରେ ଆଜି ଅପରାହ୍ଣରେ ଏକ ଦୁର୍ଘଟଣା ଘଟିଛି। ପଡୋଶୀ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଲୁମୁଡ଼ାସିଂ ଗ୍ରାମରୁ ଗୁଣପୁର ଅଭିମୁଖେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର୍ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରାକ୍ଟରରେ…

‘ହାର୍ଦ୍ଦିକ ପାଣ୍ଡ୍ୟା ମତେ ବଳାତ୍କାର କରିଛନ୍ତି..’ ଦାଉଦ୍ ସହଯୋଗୀ ପତ୍ନୀଙ୍କ ଚାଞ୍ଚଲ୍ୟକର ଅଭିଯୋଗ

ମୁମ୍ବାଇ:ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟିଙ୍କ ପତ୍ନୀ ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି । ପାଣ୍ଡ୍ୟା ଓ ପୂର୍ବତନ ଦ୍ରୁତ ବୋଲର ମୁନାଫ ପଟେଲ୍ ତାଙ୍କୁ ବଳାତ୍କାର କରିଛନ୍ତି ବୋଲି ସେ କହିଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା…