ଭାରତୀୟ ଜୁନିଅର ବିଶ୍ୱକପ୍ ହକି ଦଳରେ ଓଡିଶାର ତିନି ଖେଳାଳି

ଭୁବନେଶ୍ୱର – ଜୁନିଅର ବିଶ୍ୱକପ୍ ହକି ପାଇଁ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ଓଡିଶାର ତିନି ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁଦୀପ ଚିରମାକୋ ଓ ସୁନୀଲ ଜୋଜୋ। କଳିଙ୍ଗ ହକି ଷ୍ଟାଡିୟମରେ ଆସନ୍ତା ୨୪ ତାରିଖଠାରୁ ଜୁନିଅର ବିଶ୍ୱକପ୍ ହକି ଆରମ୍ଭ ହେଉଛି। ଟୋକିଓ…

ସାଇବର ଠକାମୀର ଶୀକାର ହେଲେ ଓକାକ୍ ମୁଖ୍ୟ

ଭୁବନେଶ୍ୱର – ଓଡିଶା କଂପ୍ୟୁଟର ଆପ୍ଲିକେସନ ସେଂଟର-ଓସିଏସି ମୁଖ୍ୟ ମନୋଜ କୁମାର ପଟ୍ଟନାୟକ ସାଇବର ଠକାମୀର ଶୀକାର ହୋଇଛନ୍ତି। ତାଙ୍କର ହ୍ୱାଟସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷ ଟଙ୍କା ଠକେଇ ହୋଇଛି।। ଅଜଣା ନମ୍ବରରୁ କଲ୍ ଆସିବା ପରେ ହ୍ୱାଟସଆପ ନମ୍ବର ହ୍ୟାକ୍ କରି ଦୁର୍ବୃତ୍ତମନୋଜଙ୍କ ନାଁ…

ସତ୍ୟନାରାୟଣ ପ୍ରଧାନ ହେଲେ ଏନସିବିର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ- ପୁଣି ଥରେ ଜଣେ ଓଡିଆଙ୍କୁ ଗୁରୁଦାୟିତ୍ୱ । ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ –ଏନସିବିର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଡେପୁଟେସନ ଭିତ୍ତିରେ ସତ୍ୟନାରାୟଣ ଏହି ପଦବୀରେ ନିଜର ଅବସର ଯାଏଁ ରହିବେ । ୨୦୨୪ ମସିହା…

ଦେବେନ୍ଦ୍ର ଫଡନଭିସଙ୍କୁ କୋର୍ଟ ନୋଟିସ୍ ପଠାଇଲେ ନଓ୍ବାବ ମଲିକଙ୍କ ଝିଅ

ମୁମ୍ବାଇ: ମହାରାଷ୍ଟ୍ରରେ ଡ୍ରଗ୍ସ ମାମଲାର ତଦନ୍ତ ଏବେ ଏକ ଆଇନଗତ ଲଢେ଼ଇର ରୂପ ନେବାରେ ଲାଗିଛି । ଏବେ ରାଜ୍ୟ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲିକଙ୍କ ଝିଅ ନିଲୋଫର ମଲିକ୍ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ କୋର୍ଟ ନୋଟିସ୍ ପଠାଇ…