ରାଜ୍ୟରେ କୋରୋନା ସ୍ଥିତି ଭଲ, ବୁଷ୍ଟର ଡୋଜ୍ ଉପରେ ତର୍ଜମା ଚାଲିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସ୍ଥିତି ଭଲ ରହିଛି । କୋରୋନା ସଂକ୍ରମଣ ସ୍ଥିତି ଉପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ସବୁ ଇମ୍ୟୁନାଇଜେସନର ପ୍ରାୟ ବୁଷ୍ଟର ଦେବା ଦରକାର ଥାଏ । ଅନ୍ୟ ଯେଉଁ ବୁଷ୍ଟର ଦିଆଯାଉଛି,ତାହା ବହୁ ପରୀକ୍ଷିତ ।…

ରାଜ୍ୟରେ କୋଭିଡ ଟିକାକରଣ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ କେନ୍ଦ୍ର ବୃଦ୍ଧି କରାଯାଇଛି । ପୂର୍ବରୁ ୧୬୦୦ କେନ୍ଦ୍ର ଥିଲା । ଏବେ ଏହି ସଂଖା ୨୪୦୦ ହୋଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ରାମାଂଚଳକୁ ଫୋକସରେ ରଖି ଟିକାକରଣ କେନ୍ଦ୍ର ଖୋଲାଯାଉଛି…

‘ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି କଙ୍ଗନା, ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର କରାଯାଉ..’,…

ନୂଆଦିଲ୍ଲୀ: ଦେଶର ସ୍ୱାଧୀନତା ଉପରେ ଅଭିନେତ୍ରୀ କଙ୍ଗନା ରାନାୱତ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏକ ଟିଭି ଚ୍ୟାନେଲରେ ଏକ କାର୍ଯ୍ୟକ୍ରମରେ କଙ୍ଗନା ୧୯୪୭ ମସିହାରେ ମିଳିଥିବା ସ୍ୱାଧୀନତାକୁ 'ଭିକ' ବୋଲି କହି ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଅପମାନିତ କରିଥିଲେ । ଏବେ…

କରୋନା ଅପଡେଟ୍: ଦିନକରେ ଆଉ ୧୨,୫୧୬ ନୂଆ ମାମଲା, ୫୦୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୨,୫୧୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ୫୦୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୩୭ ହଜାର ୧୪୬ ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ମୋଟ…

ରାଜ୍ୟରେ ଆଉ ୨୬୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୬୩ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ଅଛନ୍ତି ୪୪ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୯, କଟକରୁ ୨୧, ଯାଜପୁରରୁ ୧୦, ସୁନ୍ଦରଗଡରୁ ୯,…

ପାହାଡ଼ରୁ ପଥର ଖସି କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସର ପାଞ୍ଚ ବଗି ଲାଇନଚ୍ୟୁତ

ନୂଆଦିଲ୍ଲୀ: ତାମିଲନାଡୁର ଧରମପୁରୀ ଠାରେ କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସର ପାଞ୍ଚ କୋଚ୍ ଆଜି ସକାଳେ ଲାଇନଚ୍ୟୁତ ହୋଇଯାଇଛି। ବେଙ୍ଗାଲୁରୁ ଡିଭିଜନର ଟୋପ୍ପୁରୁ-ସିବିଡି ଘାଟି ସେକ୍ସନରେ ପାହାଡ଼ରୁ ବିରାଟ ପଥର ଖଣ୍ଡ ଟ୍ରେନ୍ ଉପରେ ଖସିବାରୁ ଏହି ଦୁର୍ଘଟଣା ଘଟିଛି। ଦକ୍ଷିଣ ପଶ୍ଚିମ ରେଳବାଇ…